Browsing Tag

road problem

ଧୂଳି ଧୂଆଁରେ ପେଷି ହେଉଛନ୍ତି କଣ୍ଡରାପଶି ଗ୍ରାମବାସୀ, କହୁଛନ୍ତି ଏଥର ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦୁଝର(କେନ୍ୟୁଜ): ଯୁଆଡେ ଦେଖିବେ ନାଲି ନାଲି ଧୂଳି । ଗଛ ପତ୍ର, ଘର ଦୁଆର, ଦୋକାନ ବଜ଼ାର ଏମିତିକି ଭାତ ହାଣ୍ଡିରେ ଧୂଳି । ଏପଟେ ଖରାର ତାତି ବଢିବାରେ ଲାଗିଛି । ଅନ୍ୟପଟେ ଖରା ତାତିଠୁ ରାଜନୀତି ତାତି ଆହୁରି ତୀବ୍ରତର ହେବାରେ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା…

ଏହି ରାସ୍ତାର ଦୁର୍ଦ୍ଦଶା ନକହିବା ଭଲ, ଦାବି ପରେ ବି ମିଳୁନି ସୁଫଳ

କଣ୍ଟାବାଞ୍ଜି(କେନ୍ୟୁଜ): ଏହି ରାସ୍ତାର ଦୁର୍ଦ୍ଦଶା ଦେଖିଲେ ଯାଇ ଜାଣିପାରିବେ । ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ବାଟ ଚାଲୁଛନ୍ତି ଗାଁ ଲୋକ । ଖରା ବର୍ଷା ସବୁ ଦିନ ଏହି ରାସ୍ତାରେ ହିଁ ବାଟ ଚାଲୁଛନ୍ତି ପଖନମୁଣ୍ଡା ଗ୍ରାମବାସୀ । ଯାହାଫଳରେ ଚଳିତ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ…

ବିପର୍ଯ୍ୟସ୍ଥ ଅବସ୍ଥାରେ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ

ଆନନ୍ଦପୁର(କେନ୍ୟୁଜ): ନଦୀବନ୍ଧ ରାସ୍ତା ଖରାପ ଯୋଗୁ ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତ ବାସୀ । ପ୍ରତିବାଦ ପରେ ମଧ୍ୟ ଫଳ ଶୂନ। ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ରାସ୍ତାଟି ଖାଲଡିପ ହୋଇ ପାଲଟିଛି ମରଣଯନ୍ତା । ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ…

ରାସ୍ତାରୁ ଉଠିଯାଉଛି ପିଚୁ, ରାସ୍ତା ଖରାପ ଯୋଗୁଁ ବାରମ୍ବାର ହେଉଛି ଦୁର୍ଘଟଣା

କୋରାପୁଟ (କେନ୍ୟୁଜ): କୋରାପୁଟରୁ ତେଲିଙ୍ଗିରି ଜଳଭଣ୍ଡାର ଦେଇ ବୋରିଗୁମାକୁ ସଂଯୋଗ କରୁଛି ୪୮ନଂ ରାଜ୍ୟ ରାଜ୍ୟପଥ । ପ୍ରାକୃତିକ ପରିବେଶ ଭରା ଏହି ରାସ୍ତାରେ ଯାତ୍ରା କରିବା ଯେତିକି ଆମୋଦପୂର୍ଣ୍ଣ ଏବେ ସେତିକି ବିପଦପୂର୍ଣ୍ଣ ପାଲଟିଛି । ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଳ ଭଣ୍ଡାର ଦେଇ…

ସାତ ସପନ ପାଲଟିଛି ପିଇବା ପାଣି, ହୋଇପାରୁନି ରାସ୍ତା ନିର୍ମାଣ

ରେଢାଖୋଲ (କେନ୍ୟୁଜ): ଦୁନିଆ ଟେକ୍ନୋଲୋଜିରେ କେତେ ଆଗେଇଲାଣି । କିନ୍ତୁ ଏବେ ବି ଲୋକଙ୍କ ପାଇଁ ପିଇବା ପାଣି ସାତ ସପନ ପାଲଟିଛି । ପିଇବା ପାଣି ସମସ୍ୟାକୁ ରାସ୍ତା ସମସ୍ୟା ଭିନ୍ନ । ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରାଯାଉଛି । ଏବେ ମଧ୍ୟ ଅନେକ ଗାଁ ଅଛି ଯେଉଁଠାରେ ରାସ୍ତା…

ନିମ୍ନ ମାନର ହୋଇଛି କାମ, ହାତ ମାରିଲେ ଉଠିଯାଉଛି ପିଚୁ

ଚାନ୍ଦବାଲି (କେନ୍ୟୁଜ) : ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର କରାଯାଉଛି । ଯାହା ଫଳରେ ଏଥିରେ ହାତ ମାରିଲେ ପିଚୁ ଉଠି ଯାଉଛି । ଯିବା ଆସିବା ପାଇଁ ରାସ୍ତାଟିଏ ନିହତି ଜରୁରୀ । କିନ୍ତୁ ରାସ୍ତାର ମରାମତି କାର୍ଯ୍ୟକୁ ଠିକ୍‌ ଭାବେ କରାଯାଇ ନାହିଁ । ଏନେଇ ଗାଁ ଲୋକେ ନାହିଁ ନଥିବା…

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?

ଆନନ୍ଦପୁର (କେନ୍ୟୁଜ୍): ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ…

ମଝି ରାସ୍ତାରେ ତଳି ରୋଇଲେ ଗ୍ରାମବାସୀ, ଗାଁକୁ ଆମ୍ବୁଲାନ୍ସ ଆସିବା ସାତ ସପନ

କାଦୁଅ ରାସ୍ତାରେ ଧାନ ତଳି ରୋଇଛନ୍ତି ଗାଁ ଲୋକେ । କେତେ ବା ଆଉ ଧୈର୍ଯ୍ୟ ଧରିବେ । ରାସ୍ତା ନଥିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସ୍କୁଲ ପିଲା ପାଠ ପଢ଼ିବା ପାଇଁ ସାଇକେଲ ଗଡ଼େଇ ଗଡ଼େଇ ସ୍କୁଲ ଯାଉଛନ୍ତି । ସରକାର ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରୁଛନ୍ତି ।…

ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର କରୁଛନ୍ତି ଗାଁ ଲୋକେ, ହୋଇପାରୁନି ରାସ୍ତା ନିର୍ମାଣ

ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି । ଗାଡ଼ି ମଟର ସାଙ୍ଗକୁ ଘରେ ଘରେ ମୋବାଇଲ ରହିଛି । କିନ୍ତୁ ଅନେକ ଗାଁକୁ ଯିବା ପାଇଁ ଏବେ ମଧ୍ୟ ଖଣ୍ଡିଏ ରାସ୍ତା ନାହିଁ । ଗାଁ ଲୋକେ କେତେବେଳେ ପାଣି ଭର୍ତ୍ତି ରାସ୍ତା ପାରି କରି ସହରକୁ ଯାଆନ୍ତି ତ ଆଉ କେତେବେଳେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର…

ଗାଁକୁ ନାହିଁ ରାସ୍ତା, ଗୋଟିଏ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନଥିବାରୁ ଭାର ହିଁ ସାଜିଲା ସାହାରା । ଗର୍ଭ ଯନ୍ତ୍ରଣାରେ ଛଟପଟ୍‌ ହେଉଥିବା ବେଳେ ତୁରନ୍ତ ହସ୍ପିଟାଲକୁ ମହିଳାଙ୍କୁ ନିଆଯାଇ ପାରିଲା ନାହିଁ । ଦୁନିଆ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ଅନେକ ଉପାନ୍ତ ଅଞ୍ଚଳ ଅଛି…

ଏକତା ହିଁ ବଳ: ଶୁଣିଲାନି ପ୍ରଶାସନ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା

ମୋହନା(କେନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ଗଜପତି ଜ଼ିଲ୍ଲା ର ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ଗୁରୀଗୁଡା ଗ୍ରାମ। ଏହି ଗ୍ରାମରେ ଲାଞ୍ଜିଆ ସଉରା ଆଦିମ ଜନଜାତି ସମ୍ପ୍ରଦାୟର ୫୦ ପରିବାରର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି। ପ୍ରାୟତଃ ପୋଡୁଚାଷ ଏବଂ ଜଙ୍ଗଲ ଜାତ…

କଟକରୁ ସମ୍ବଲପୁର ସଂଯୋଗ କରୁଥିବା ଅନୁଗୁଳ ଓ ଢେଙ୍କାନାଳ ରାଜପଥ ସମସ୍ୟାକୁ ନେଇ ଆଜି ୪ ଘଣ୍ଟିଆ ଆନ୍ଦୋଳନ

ଅନୁଗୁଳ(କେନ୍ଯୁଜ୍):ରାସ୍ତା ସମସ୍ୟାକୁ ନେଇ ୪ ଘଣ୍ଟିଆ ଆନ୍ଦୋଳନ । କଟକରୁ ସମ୍ବଲପୁର ସଂଯୋଗ କରୁଥିବା ଅନୁଗୁଳ ଓ ଢେଙ୍କାନାଳ ରାଜପଥର ଅବସ୍ଥାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଛି ।…