ରାସ୍ତାରୁ ହଟିବେ ଉଠା ଦେକାନୀ : ବିନା ରେଜିଷ୍ଟ୍ରେସନରେ କରିପାରିବେନି ଦୋକାନ: ମେୟର
ଭୁବନେଶ୍ୱର: ଭୁବନେଶ୍ୱରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏନେଇ ମଙ୍ଗଳବାର ମେୟର ସୂଚନା ଦେଇଛନ୍ତି । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ…