ଖାଲଖମାରେ ପୁରି ରହିଛି ପଦ୍ମପୁର ମୁଖ୍ୟରାସ୍ତା, ରାସ୍ତା ମରାମତିକୁ ନେଇ ବଢୁଛି ଅସନ୍ତୋଷ
ପଦ୍ମପୁର : ଖାଲଖମାରେ ଭରପୁର ପଦ୍ମପୁର ମୁଖ୍ୟ ରାସ୍ତା ଛକ । ପ୍ରତିଦିନ ଏହି ଖାଲଖମା ଯୋଗୁଁ ବହୁତ ଦୁର୍ଘଟଣା ଘଟିଥାଏ । ଯାହାଫଳରେ ଅସୁବିଧାର ସାମ୍ନା କରିଥାନ୍ତି ଲୋକେ । କିନ୍ତୁ ଶାସକ,ପ୍ରଶାସକ, ଉଭୟେ ଚୁପ ଥିବା କହିଛନ୍ତି ଲୋକେ । ତେବେ ରାସ୍ତା ମାରାମତିକୁ ନେଇ ବଢୁଛି ଜନ ଅସନ୍ତୋଷ ।…