Browsing Tag

road work

ମନମାନୀରେ ଚାଲିଛି ରାସ୍ତା ନିର୍ମାଣ, ଦିନକ ପରେ ଉଠି ଯାଉଛି ନିମ୍ନ ମାନର ପିଚୁ କାର୍ଯ୍ୟ

ବାଙ୍କୀ ଉପଖଣ୍ଡକୁ ସଂଯୋଗ କରୁଥିବା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା କଳାପଥର ଭେଡା ରାମଚନ୍ଦ୍ରପୁର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି । କିନ୍ତୁ ଠିକାଦାର ନା ବିଭାଗୀୟ ଯନ୍ତ୍ରୀ ଙ୍କ କଥା ଶୁଣୁଛନ୍ତି ନା ସ୍ଥାନୀୟ ଲୋକଙ୍କ କଥା ଶୁଣୁଛନ୍ତି । କାହାରି କଥା ନ ଶୁଣି ନିମ୍ନ ମାନର…

ଦେହରେ ଖାକି ବର୍ଦି ହାତରେ କୋଦାଳ: ଲୋକଙ୍କ ସୁବିଧା ପାଇଁ ରାସ୍ତା ମରାମତି କଲେ ପୋଲିସ୍ ବାବୁ

ପଦ୍ମପୁର(କେନ୍ଯୁଜ୍): ପୋଲିସ୍ କହିଲେ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ଜାଗ୍ରତ ହୁଏ । ପୋଲିସ୍ ଲୋକଙ୍କୁ ହଇରାଣ କରିବ ଲୋକଙ୍କ ଉପରେ ବିଗିଡିବ ଏଭଳି ଭାବନା ଆସିଥାଏ । ହେଲେ ପୋଲିସ ବାବୁ ମଧ୍ୟ ଲୋକଙ୍କ ପାଇଁ ମୂଲ ଲାଗିଲା ଭଲି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେହରେ ଖାକି…

ରାସ୍ତା କାମରେ ମହା ଘୋଟାଲା ! ମୃତ ଲୋକଙ୍କୁ ଶ୍ରମିକ ସଜାଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷାଧିକ ଟଙ୍କା

ସୁବର୍ଣ୍ଣପୁର(କେନ୍ଯୁଜ୍): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଂଗ୍ରାମପୁର ପଂଚାୟତ ଅଧିନସ୍ଥ ଯୁବରାଜପୁର ଗାଁରେ ଯୁବରାଜପୁର ଠାରୁ ଘାସିମାଲ ପର୍ଯ୍ଯନ୍ତ ପ୍ରାୟ ୧ କିଲୋମିଟର ରାସ୍ତାପାଇଁ ୫ଲକ୍ଷ ୮୯ହଜାର ଟଙ୍କାର ବ୍ଯୟ…

ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ

କଟକ: ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ । ପିଲିଗ୍ରିମ୍‌ ରୋଡ୍‌ରେ ଥିବା ବେଆଇନ୍‌ ଧର୍ମାନୁଷ୍ଠାନ ନିର୍ମାଣକୁ ଆଜି ଭଙ୍ଗାଯାଉଛି । ପ୍ରଥମ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ତିନିଟି ମନ୍ଦିରକୁ ଆଜି…

କେନ୍ଦୁଝର: ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ, ଲୋକମାନେ ପ୍ରତିବାଦ କରିବାରୁ କମ୍ପାନୀ…

କେନ୍ଦୁଝର(କେନ୍ୟୁଜ୍): ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ ନେଇ ଉତ୍ତେଜନା । ଲୋକମାନେ ପ୍ରତିବାଦ କରିବାରୁ କଂପାନୀ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ଏନେଇ ଉତ୍ତ୍ୟକ୍ତ ଲୋକ କଂପାନୀର କର୍ମଚାରୀ ସହ ମିକ୍ସର ମେସିନକୁ ଦୀର୍ଘ ୪ ଘଣ୍ଟା ଧରି ଅଟକ ରଖିଥିଲେ ।…

କଟକର ବିଭିନ୍ନ ଓ୍ଵାର୍ଡରେ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ…

କଟକ(କେନ୍ୟୁଜ୍): ସାଧାରଣ ନିର୍ବାଚନ ପୂର୍ବରୁ କଟକର ବିଭିନ୍ନ ୱାର୍ଡର ହୋଇଥିଲା ଉନ୍ନତିକରଣ। ଉନ୍ନତି ଯୋଜନାରେ ପ୍ରତ୍ୟେକ ଓ୍ଵାର୍ଡରେ ୫୦ ଲକ୍ଷର କାମ କରାଯାଇଥିଲା। ବିଶେଷ ଭାବେ ରାସ୍ତା, ଡ୍ରେନ ଓ କମ୍ୟୁନିଟି ଘର ଆଦି କାମ ହୋଇଥିଲା । ତେବେ ଏହି କାମରେ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି।…

ମଙ୍ଗଳବାର ଆରମ୍ଭ ଗୁରୁବାର ନଷ୍ଟ : ଏମିତି ହେଉଛି ରାସ୍ତା କାମ

କଟକ : ୩ କୋଟି ୩୯ ଲକ୍ଷ ବ୍ଯୟବରାଦରେ ଆରମ୍ଭ ହେଲା ପିଚୁ କାମ । ହେଲେ ଦୁଇ ଦିନ ଯାଇନି ଉଠିଗଲା ପିଚୁ । ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳିରେ । ରାଣୀତଳାରୁ କୁମ୍ଭାରକୁନ୍ଦ ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଅଧୀନରେ ଗତ ମଙ୍ଗଳବାର ପିଚୁ କାମ ହୋଇଥିଲା । ହେଲେ ନିମ୍ନମାନର କାମ…