Browsing Tag

roadblock

ବିଦ୍ୟୁତ କାଟକୁ ନେଇ ତାତିଲେ ଲୋକେ: ଟାୟାର ଜାଳି ରାସ୍ତାରୋକ ସହ ଟାଟା କର୍ମଚାରୀଙ୍କୁ ଅଟକ

ବ୍ରହ୍ମପୁର (କେନ୍ୟୁଜ): ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ଧପସରା ଛକରେ ରାସ୍ତାରୋକ । ଗତକାଲି ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବିଳମ୍ବିତ…

ଦାରୁଠେଙ୍ଗରୁ ହଟିଲା ରାସ୍ତାରୋକ, ମୃତକଙ୍କ ପରିବାରକୁ ମିଳିଲା ଚାକିରି ଏବଂ ୫ଲକ୍ଷର କ୍ଷତିପୂରଣ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ। ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କାର ସହାୟତା ରାଶି ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ । ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିୟାର୍ଡ ରାସ୍ତାରେ ଅଳିଆ ବୋଝେଇ ଟ୍ରକ୍‌ ଧକ୍କାରେ…

ପାଣି ପାଇଁ ଦଶ ଦିନ ହେଲା ହନ୍ତସନ୍ତ: ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକ

ବ୍ରହ୍ମପୁର(କେନ୍ୟୁଜ): ପାଣି ପାଇଁ ରାସ୍ତାରୋକ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ସାହସପୁର ହାଟପଦାରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକ । ଦଶ ଦିନ ହେଲା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ଲୋକ ବିଡ଼ିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଜଣାଇଲେ…

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଧାନ ବସ୍ତା ରଖି ରାସ୍ତା ଅବରୋଧ

କଣ୍ଟାମାଳ(କେନ୍ଯୁଜ୍): ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ଅବରୋଧ । ୫୭ ନମ୍ବର ଜାତୀୟ ରାଜପଥର ଯମଟାଙ୍ଗି ଛକ ନିକଟରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି ଚାଷୀ । ଅଭିଯୋଗ ଅନୁଯାୟୀ, ଦୀର୍ଘ ୨୦ ଦିନ ହେଲା ଚାଷୀ ମନୁପାଲି ସେବା ସମିତିରେ ଧାନ ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ…

ନେତାଜୀ ନଗର ସଂଘ ପଡିଆକୁ ନେଇ ବିବାଦ: କଟକ ସେଲଟର ଛକରେ ମହିଳାମାନଙ୍କ ରାସ୍ତାରୋକ

କଟକ: କଟକ ସେଲଟର ଛକରେ ରାସ୍ତାରୋକ । ସ୍ଥାନୀୟ ନେତାଜୀ ନଗର ଅଞ୍ଚଳରେ ଏକ ଜମି ବିବାଦକୁ ନେଇ କିଛି ଯୁବକଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ରାସ୍ତାରୋକ କରି ଧାରଣା ଦେଇଛନ୍ତି ମହିଳାମାନେ । କଟକ ସେଲଟର ଛକରେ ଥିବା ନେତାଜୀ ନଗର ସଂଘ ପଡିଆକୁ ନେଇ ବିବାଦ ଦେଖାଦେଇଛି । ଗତକାଲି ରାତିରେ…