Browsing Tag

roadside

ରାସ୍ତା କଡରୁ ବାହାରିଲା ବଡ଼ ବଡ଼ ହୋଡିଂ, NHAI ସହ କଟକ ମହାନଗର ନିଗମର ମିଳିତ କାର୍ଯ୍ୟନୁଷ୍ଠାନ

କଟକ: ରାସ୍ତା କଡରୁ ବାହାର କରାଯାଉଛି ବଡ଼ ବଡ଼ ହୋଡିଂ । କାରଣ ଏହି ହୋଡ଼ିଂ ପାଇଁ ମଣିଷର ଜୀବନ ଯାଉଛି । ଟିକେ ପବନ ହେଲେ ହୋଡ଼ିଂ ପଡ଼ି ଯାଉଛି ଆଉ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି । କିଛି ଦିନ ତଳେ ପୁନେ ଓ ମୁମ୍ବାଇରେ ହୋଡିଂ ପଡି ଅନେକ ଲୋକଙ୍କ ମୃତୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ । ଏହି…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଦେବଗଡ଼ (କେନ୍ୟୁଜ): ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା - ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ…

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

ବାଂଶପାଳ (କେନ୍ୟୁଜ): ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତ ଆମୁଣି ଗାଁର ରାସ୍ତାରେ ଏକ ଅଚିହ୍ନା ଅଳ୍ପ ବୟସ୍କ ଯୁବକଙ୍କ ମୃତଦେହ ପଡ଼ିରହିଛି। ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ଜଣାପଡିଛି।…

ରାସ୍ତା କଡରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାମାଳ (କେନ୍ୟୁଜ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଇପାସ ରାସ୍ତା କଡରୁ ଯୁବକର ମୃତଦେହ ଉଦ୍ଧାର । ମୃତକ ଜଣକଙ୍କର ନାମ ଚିତ୍ତରଞ୍ଜନ ନାଏକ ହୋଇଥିବାବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡାରେ ରହୁଥିବା ଜଣାଯାଇଛି । ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣାପଡିଛି । ମନମୁଣ୍ଡା…