Browsing Tag

robbery case

ଅନୁଗୁଳ: ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌, ସିସିଟିଭିରେ ଦୃଶ୍ୟ କଏଦ୍‌

ଅନୁଗୁଳ(କେନ୍ୟୁଜ୍): ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ । ସିସିଟିଭିରେ କଏଦ୍‌ ଲୁଟ୍‌ ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଳା ସଦର ଥାନା କୁଇଓ ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ଲୁଟ୍‌ ହୋଇଛି । ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କା ଓ କମ୍ପ୍ୟୁଟର ଲୁଟି ନେଇଛନ୍ତି ଲୁଟେରା ।…

ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର: ଘର ଚାବି ଭାଙ୍ଗି ଲୁଟିନେଲେ ୪୦ ଭରି ସୁନା ସହ ନଗଦ ୫ ହଜାର ଟଙ୍କା

ଗୁଣପୁର(କେନ୍ୟୁଜ୍): ଗୁଣପୁର ଅଞ୍ଚଳରେ ପୁଣି ମାତିଲେ ଚୋର। ରମାନଗୁଡ଼ା ବ୍ଲକ ଆଚବା ଗାଁର କୃଷ୍ଣ ସାହୁଙ୍କ ଘର ଚାବି ଭାଙ୍ଗି ୪୦ ଭରି ସୁନା ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। କୃଷ୍ଣ ସାହୁ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଘର ଚାବି ପକେଇ ବ୍ରହ୍ମପୁର ଯାଇଥିଲେ।…

ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌, ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ

ଜଳେଶ୍ୱର(କେନ୍ୟୁଜ): ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ । ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ । ଗତ ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଣ୍ଡଗାଆଁ ସ୍ଥିତ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ନେଇ ସିଂଲା ଥାନାରେ ଅଭିଯୋଗ…

ନିଜ ଅନ୍ତିମ ସଂସ୍କାର ପାଇଁ ଘରେ ସଞ୍ଚିଥିଲେ ପଇସା, ସୁଯୋଗ ଉଣ୍ଡି ଲୁଟି ନେଲେ ଦୁର୍ବୃତ୍ତ; ଆଇପିଏସ୍‌ ଦେଲେ ୧ ଲକ୍ଷ…

ଶ୍ରୀନଗରରେ ଜଣେ ବୃଦ୍ଧ ଚଣା ବିକାଳିଙ୍କ ଘରୁ ଲୁଟ୍‌ ହୋଇଛି। ଲୁଟେରାମାନେ ବୃଦ୍ଧଙ୍କୁ ପିଟି ତାଙ୍କର ସମସ୍ତ ଜମା ଟଙ୍କାକୁ ନେଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶ୍ରୀନଗରର ଏସ୍‌ଏସ୍‌ପି ଆଇପିଏସ୍‌ ସନ୍ଦୀପ ଚୌଧୁରୀ ବୃଦ୍ଧଙ୍କ ପ୍ରତି ମହାନତା ଦେଖାଇଛନ୍ତି, ଯଦ୍ଦ୍ଵାରା କି,…

ଆଚାର ଦେଖି ପାଟିରୁ ଗଡ଼ିଲା ଲାଳ, ୪ ଲକ୍ଷ ଟଙ୍କାର ଲୁଟ୍‌ ସାମଗ୍ରୀ ସହ ଆଚାର ଡବା ବି ନେଇ ଚାଲିଗଲେ ଡକାୟତ ଦଳ

ବିହାରର ଗୟା ଜିଲାରେ ଏକ ଅଜବ ଧରଣର ଡକାୟତି ମାମଲା ସାମ୍ନାକୁ ଆସିଛି। ଯଦିଓ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି, କିନ୍ତୁ ଏମିତି କିଛି ହରକତ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବରରୁ ଜଣାପଡ଼ିଛି, ଜଣେ ଡକାୟତର ନଜର ଆଚାର ଡବା ଉପରେ ପଡ଼ିବାରୁ ସେ ଡବା ପାଖକୁ…

କେରଳରୁ ଆସି ମୋହନାରେ ଚଳାଇଥିଲେ ରାହାଜାନି, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ପୋଲିସ ରାହାଜାନି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ କେରଳରୁ ଆସି ମୋହନା ଥାନା ଯୋଡ଼ିପଥର ଗ୍ରାମରେ ରହୁଥିଲେ । ସେମାନେ ହେଲେ ଯୋବି ଅଗସ୍ତିନ ଏବଂ ଚାନ୍ଦିପୁଟ ଖ୍ରୀଷ୍ଟିଆନ ସାହିର ଫିରୋଜ ପରିଛା l ପୋଲିସର…