Browsing Tag

robbery gang

ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ, ଜଣେ ମହିଳାଙ୍କ ସମେତ ୭ ଗିରଫ

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସର ଅପରେସନ ହଟ୍‌ ପର୍‌ସୁଟ୍‌ । ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ଜଣେ ମହିଳାଙ୍କ ସମେତ ୭ ଡକାୟତ ଗିରଫ । ସେମାନଙ୍କ ନିକଟରୁ ୧୪ଟି ସୁନା ଚେନ୍‌, ୧୬ଟି ମୁଦି,୨ କେଜି ୩ଶହ ଗ୍ରାମର ରୂପା ଅଳଙ୍କାର ଓ ୨ଟି ବାଇକ୍‌ ଜବତ କଲା…

ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଡକାୟତ ଗିରଫ

ରାଉରକେଲା(କେନ୍ୟୁଜ୍‌): ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ । ବୁଧବାର ସହରର ଫଟାପାଇପ ଅଞ୍ଚଳ ବନ୍ଧମୁଣ୍ଡା - ରାଉରକେଲା ରାସ୍ତା ଦେଇ ଯାଆସ କରୁଥିବା ଯାତ୍ରୀମାନଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗକୁ ଧରିଛି ପ୍ଲାଣ୍ଟସାଇଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ୪ଟି…

ପୋଲିସ ଆଖିରେ ଚକମା ଦେଇ ଲୁଟ୍ କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ବୋରିଗୁମ୍ମା ପୋଲିସ୍

କୋରାପୁଟର: କୋରାପୁଟର ବୋରିଗୁମ୍ମାରେ ଡକାୟତ ଗ୍ୟାଙ୍ଗ ଗିରଫ । ପୋଲିସ ଆଖିରେ ଚକମା ଦେଇ ଡକାୟତି କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରଛି ବୋରିଗୁମ୍ମା ପୋଲିସ । ବୋରିଗୁମ୍ମା, ବିସିଂପୁର ଏବଂ କୋଟପାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ କିଛି ମାସ ଧରି ଡକାୟତି କରି…

କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ , ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌

ଭୁବନେଶ୍ବର : ଗତ କିଛି ଦିନ ଭିତରେ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୁଟ୍‌, ଛିନତାଇ ଏବଂ ରକ୍ତାକ୍ତ ଆକ୍ରମଣ ଘଟଣା ଘଟି ଚାଲିଛି । ଏମିତିକି ଲୁଟେରାଙ୍କ ଆକ୍ରମଣରେ ନୂଆପଲ୍ଲୀ ଏନ୍‌-୪ ଅଞ୍ଚଳରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ତେବେ କମିଶନରେଟ ପୋଲିସ ଏକ ବଡ଼ ଲୁଟେରା…