Browsing Tag

robbery

ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌, ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ

ଜଳେଶ୍ୱର(କେନ୍ୟୁଜ): ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ । ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ । ଗତ ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଣ୍ଡଗାଆଁ ସ୍ଥିତ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ନେଇ ସିଂଲା ଥାନାରେ ଅଭିଯୋଗ…

ପୋଲିସ୍ ଘରୁ ଚୋରି: କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଡକାୟତ

ମାହାଙ୍ଗା(କେନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ସବୁ ଜିନିଷପତ୍ର ଲୁଟି ନେଇଛନ୍ତି ଡକାୟତ। ସୂଚନା ଅନୁସାରେ ଘର ମାଲିକ ସୁଧାଂଶୁ ସାମଲ ଜଣେ ପୋଲିସ ଅଧିକାରୀ । ସେ ଅନୁଗୁଳ ଜିଲ୍ଲାରେ…

ପୋଲିସ୍ ଆଖିରେ ଧୂଳିଦେଇ ମନ୍ଦିରରୁ ୧୫ଟି ମୂର୍ତ୍ତୀ ନେଇ ଛୁ ମାରିଲେ ଲୁଟେରା

ପିପିଲି(କେନ୍ୟୁଜ୍‌) : ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା।ଶେଷଦେବ, ବାସୁଦେବ,…

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା

ଆନନ୍ଦପୁର(କେନ୍ୟୁଜ୍‌): ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର। ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଆନନ୍ଦପୁର ମ୍ୟୁନିସିପାଲଟି ୧୩ନଂ ୱାର୍ଡ ଅଞ୍ଚଳରୁ ଚୋରି ହୋଇଛି। ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର…

ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଡକାୟତ ଗିରଫ

ରାଉରକେଲା(କେନ୍ୟୁଜ୍‌): ରାଉରକେଲାରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ । ବୁଧବାର ସହରର ଫଟାପାଇପ ଅଞ୍ଚଳ ବନ୍ଧମୁଣ୍ଡା - ରାଉରକେଲା ରାସ୍ତା ଦେଇ ଯାଆସ କରୁଥିବା ଯାତ୍ରୀମାନଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗକୁ ଧରିଛି ପ୍ଲାଣ୍ଟସାଇଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ୪ଟି…

ଏମ୍ସ ରୋଡ୍‌ରେ ସିରିଜ୍‌ ଚୋରି: ୪ଟି ଔଷଧ ଦୋକାନରୁ ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଏମ୍ସ ରୋଡ୍‌ରେ ସିରିଜ୍‌ ଚୋରି । ଭୁବନେଶ୍ୱର ଏମ୍ସ ରାସ୍ତାରେ ୪ଟି ଔଷଧ ଦୋକାନରୁ ଏକକାଳୀନ ଚୋରି। ଟଙ୍କା ଓ ଦାମୀ ମେଡିସିନ୍‌ ନେଇଗଲେ ଚୋର। ଚୋରି ଟଙ୍କା ଓ ଦାମୀ ମେଡିସିନ୍‌ ମିଶି ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି।…

ପୋଲିସ୍ ଘରେ କଳା କନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର (କେନ୍ୟୁଜ): ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆରେ ରହୁଥିବା ଜଣେ ପୋଲିସ କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରମାନେ…

ସୁନା ଦୋକାନୀକୁ ଗୁଳି କରି ଲୁଟ୍‌: ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଅଳଙ୍କାର ନେଇ ଚମ୍ପଟ ମାରିଲେ ୩ଦୁର୍ବୃତ୍ତ

ବାସୁଦେବପୁର(କେନ୍ଯୁଜ୍): ଗୁଳି କରି ଲୁଟ୍‌। ସୁନା ଦୋକାନୀକୁ ଗୁଳି କରି ସୁନା ଅଳଙ୍କାର ଲୁଟ୍‌। ଭଦ୍ରକ ବାସୁଦେବପୁର ବ୍ଲକ ମାଛହାଟ ଛକ ନିକଟରେ ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଲୁଟ୍‌। ଗତକାଲି ବିଳମ୍ବିତ ରାତିରେ ଚକାଡୋଳା ଗହଣା ଦୋକାନର ମାଲିକ ତାପସ ସାହୁ ବ୍ୟାଗରେ ସୁନା ଧରି…

ସାବଧାନ୍ ସୁନା ଧୋଇବା ବାହାନାରେ ବୁଲୁଛନ୍ତି ଲୁଟେରା ! ୨ ଜଣଙ୍କୁ କାବୁ କରି ବହେ ଛେଚିଲେ ଲୋକେ

ପିପିଲି(କେନ୍ଯୁଜ୍) : କଥାରେ ଅଛି ଚୋର ଯେତେ ଚତୁରତାର ସହ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ନିକଟସ୍ଥ ବାଲିପାଟଣା ଥାନା ଭଅଁରାଗଡ ଗ୍ରାମରେ । ଦୁଇ ଜଣ ବ୍ଯକ୍ତ ସୁନା ଅଳଙ୍କାର ସଫେଇ ଆଳରେ ମହିଳା…

ରାଜଧାନୀରେ ଘରେ ପଶି କଳାକନା ବୁଲାଇଲା ଚୋର, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭୁବନେଶ୍ୱର(କେନ୍ଯୁଜ୍) : ରାଜଧାନୀରେ ରାତିରେ ଘରେ ପଶି ଚୋରି । ଘରେ କଳାକନା ବୁଲାଇଲା ଚୋର । ଏଭଳି ଘଟଣା ଘଟିଛି ଜିଜିପି କଲୋନୀ ଜଗନ୍ନାଥ ଅଞ୍ଚଳରେ । ଘରେ ରାତିରେ ସମସ୍ତେ ଶୋଇଥିବା ବେଳେ କବାଟ ତାଡି ଟଙ୍କା ଓ ସୁନା ଗହଣା ନେଇ ଚୋର ଫେରାର । ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ କଏଦ…

ଡେମୋ ଦେଖାଇଲା ATM ଲୁଟେରା: କେମିତି ବୁଲାଉଥିଲା କଳାକନା ସିନ୍ ରିକ୍ରିଏସନ କରିଛି ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ଡେମୋ ଦେଖାଇଲା ATM ଲୁଟେରା। ATM ଲୁଟ୍‌ ଟେକନିକ୍‌ର କରାଗଲା ସିନ୍‌ ରିକ୍ରିଏସନ୍‌। ବିଭିନ୍ନ ଏଟିଏମ ରେ କେମିତି ଲୁଟ କରାଯାଉଥିଲା ତାହାର ସିନ ରିକ୍ରିଏସନ କରିଛି ପୋଲିସ । ରାଜ୍ୟ ବାହାରର ତିନି ଅପରାଧୀ କଟକ ଭୁବନେଶ୍ୱର ଓ ପୁରୀରେ ୩୦ରୁ ଅଧିକ ଏଟିଏମ ଲୁଟ କରିଥିବା…

ଲକ୍‌ଡାଉନରେ ବି ସକ୍ରିୟ ଲୁଟେରା: ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ବର: ଲକ୍‌ଡାଉନ୍‌ ଭିତରେ ସକ୍ରିୟ ଲୁଟେରା। ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଉଦ୍ୟମ କରିଥିଲେ। ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡ୍‌ରେ ମହିଳା ଜଣଙ୍କ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହୋଇଛନ୍ତି। ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ, ମହିଳା…