୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ କରିଆସୁଥିଲେ ଅଭିଯୁକ୍ତ
ଯାଜପୁର : ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ପୋଲିସ । ଲୁଟରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କୁ ଠାରୁ ଗହଣା ସମେତ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଦୀର୍ଘଦିନ ହେବ ବିଭିନ୍ନ ଅଂଚଳରୁ ସିରିଜ ଲୁଟ…