ଅସଲି କୁକୁର ସାମ୍ନାକୁ ଆସିଲା ରୋବଟ କୁକୁର, ଭାଇରାଲ ହେଉଛି ଭିଡିଓ
ଆଜିକାଲି ଟେକ୍ନୋଲୋଜି ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ଏହା ଆମ ଦୈନନ୍ଦିନ ଜୀବନର ଏକ ବଡ଼ ଅଂଶ ପାଲଟିଛି । ଅନେକ ଟେକ୍ନୋଲୋଜି ଲାଭଦାୟକ ପ୍ରମାଣିତ ହେଉଥିବାବେଳେ କିଛି ଲାଟେଷ୍ଟ ଟେକ୍ନୋଲୋଜିର ଆବିର୍ଭାବ ଅନେକ ସମୟରେ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଏବେ ସୋସିଆଲ ମିଡିଆରେ ଏହିପରି ଏକ…