Browsing Tag

Roger Federer

କ୍ୟାରିଅରର ଶେଷ ମ୍ୟାଚ୍‌ରେ ଭାବବିହ୍ଵଳ ହେଲେ ରୋଜର ଫେଡେରର, କାନ୍ଦିଲେ ରାଫେଲ ନାଡାଲା ଏବଂ ନୋଭାକ୍‌ ଜୋକଭିକ୍‌

ସ୍ୱିଜରଲ୍ୟାଣ୍ଡର ଟେନିସ ଷ୍ଟାର ରୋଜର ଫେଡରର ନିଜର ଅନ୍ତିମ ମ୍ୟାଚ୍‌ରେ କାନ୍ଦି କାନ୍ଦି ବିଦାୟ ନେଇଛନ୍ତି। ଗତକିଛି ଦିନ ତଳେ ଟେନିସରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ଫେଡରର। ଲେଭର କପ୍‌ ୨୦୨୨ରେ କ୍ୟାରିଅରର ଶେଷ ମ୍ୟାଚ୍‌ ଖେଳିଥିଲେ ରୋଜର ଫେଡରର। ଆଉ ମ୍ୟାଚ ହାରିବା ପରେ କାନ୍ଦି…

ଟେନିସରୁ ବିଦାୟ ନେଲେ ରୋଜର ଫେଡେରର, ଟୁଇଟ୍‌ କରି କଲେ ଘୋଷଣା

ସୁଇଜରଲ୍ୟାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ଵିଜରଲାଣ୍ଡର ଫେଡେରର ଟୁଇଟ୍ କରି ନିଜ ଅବସରର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଲଣ୍ଡନରେ ଖେଳାଯିବାକୁ ଥିବା ଲେଭର କପ୍ ୨୦ ଗ୍ରାଣ୍ଡସ୍ଲାମ ବିଜେତା ଫେଡେରରଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଫେଡେରର…

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର, ପ୍ରଶଂସକ ହେଲେ ନିରାଶ

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର । ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସନ୍ଧାନରେ ଥିବା ସ୍ଵିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଫ୍ରେଞ୍ଚ ଓପନର ପ୍ରି କ୍ଵାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି…