ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ଦୁଇ ଓପନର ମାରିଲେ ଶତକ, ନ୍ୟୁଜିଲାଣ୍ଡକୁ ଦେଲେ ୩୮୬ ରନର ଟାର୍ଗେଟ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ୩୮୬ ରନର ଟାର୍ଗେଟ ଦେଇଛି ଭାରତ । ୫୦ ଓଭର ସୁଦ୍ଧା ୯ ଓ୍ଵିକେଟ ହରାଇ ୩୮୫ ରନ କରିଛି…