Browsing Tag

rohit sharma

ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ପ୍ରଥମ ପ୍ରେସ କନଫରେନ୍ସ, ଜାଣନ୍ତୁ କ’ଣ ରଖିଲେ ଜବାବ

ଭାରତୀୟ ଟିମ୍‌ ଆସନ୍ତାକାଲିରୁ ସାଉଥ ଆଫ୍ରିକା ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଟିମର ଦାୟିତ୍ୱ ଦିଆଯାଇଛି । ଆଉ ଟେଷ୍ଟ ସିରିଜ ପୂର୍ବରୁ ଦିନିକିଆ ବିଶ୍ୱକପ ହାରିବା ପରେ ପ୍ରଥମ ଥର ପାଇଁ ପ୍ରେସ କନଫରେନ୍ସ କରିଛନ୍ତି ରୋହିତ ।…

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନର କଥା ଜଣାଇଲେ ରୋହିତ ଶର୍ମା

ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା…

ଦିନିକିଆ ପରେ ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି, ଟିମର ଦାୟିତ୍ୱ ଦେବା ପାଇଁ ରୋହିତ ଶର୍ମାଙ୍କୁ ମନାଇବାକୁ ଚେଷ୍ଟା କରିବ…

ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଖୁବଶୀଘ୍ର ଟିମ୍‌ ଘୋଷଣା କରିବ । ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ଟି୨୦ ଟିମର ଦାୟିତ୍ୱ ସମ୍ଭାଳିବାକୁ ମନାଇବାକୁ ଚେଷ୍ଟା କରିବ ବିସିସିଆଇ । ଗତବର୍ଷ ଟି୨୦ ବିଶ୍ୱକପ ମେସିଫାଇନାଲ ହାରିବା ପରେ ରୋହିତ ଟି୨୦ ଟିମର ଅଧିନାୟକ ପଦ ଛାଡିଦେଇଥିଲେ ।…

ଫ୍ୟାନ୍ସଙ୍କୁ ମିଳିଲା ଆଶ୍ୱସ୍ତି, ଇନଷ୍ଟାରେ ପୋଷ୍ଟ ସେୟାର କଲେ ରୋହିତ ଶର୍ମା

ବିଶ୍ୱକପ ୨୦୨୩ ଫାଇନାଲ ହାରିବାର ଦୁଃଖ ଓ କଷ୍ଟ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଖେଳାଳି ଭୁଲିନାହାନ୍ତି । ଏମାନଙ୍କ କଷ୍ଟ ମଇଦାନରେ ହିଁ କୋଟି କୋଟି ଲୋକ ଦେଖିସାରିଛନ୍ତି । ଭାରତୀୟ ଟିମ୍‌ ବିଶ୍ୱକପର ସମସ୍ତ ମ୍ୟାଚରେ କମାଲ କରିଥିବା ବେଳେ ଫାଇନାଲ ହାରିଯିବା ସମସ୍ତଙ୍କୁ ବାଧିଛି ।…

କୋହ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ ରୋହିତ, ସିରାଜ ମଧ୍ୟ କାନ୍ଦିଲେ: ଭିଡିଓ ଦେଖିଲେ ଆପଣ ହେବେ…

କୋଟି କୋଟି ଭାରତୀୟଙ୍କ ମନ ଭାଙ୍ଗିଯାଇଛି । ବିଶ୍ୱକପ ଫାଇନାଲ ହାରିବା ପରେ କେବଳ ଫ୍ୟାନ୍ସ ନୁହେଁ ଖେଳାଳିଙ୍କ ମନ ମଧ୍ୟ ଭାଙ୍ଗିଯାଇଛି । କେତେ ମର୍ମାହତ ହୋଇଛନ୍ତି ଭାରତୀୟ ଖେଳାଳି ତାହାର ଭିଡିଓ ଦେଖିବାକୁ ମିଳିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ…

ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା, ଦିନେ ସ୍କୁଲ ଫି ଦେବାକୁ ନଥିଲା ୨୭୫ ଟଙ୍କା

ହିଟମ୍ୟାନ୍ ରୋହିତ ଶର୍ମା, ସେଲ୍ଫଲେସ କ୍ରିକେଟର । ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ । ରୋହିତ ଶର୍ମା ବିଭିନ୍ନ ଟାଇଟଲ୍ ଅର୍ଜନ କରିଛନ୍ତି ଯାହା ଫିଲ୍ଡରେ ତାଙ୍କର ସାହସିକତା, ଲିଡରସିପ କ୍ଵାଲିଟି ଏବଂ କ୍ରିକେଟ୍ ଖେଳିବା ଷ୍ଟାଇଲକୁ ଦେଖାଏ । କିନ୍ତୁ ବର୍ତ୍ତମାନ ସେ ନିଜ କାହାଣୀରେ ଏକ…

ବିରାଟ ଏବଂ ରୋହିତ ନେଲେ ଓ୍ଵିକେଟ, ଖୁସିରେ ନାଚିଲେ ଅନୁଷ୍କା ଏବଂ ରିତିକା : ଭିଡିଓ ଭାଇରଲ

ବିଶ୍ୱକପରେ ରେକର୍ଡ କରିଛି ଭାରତୀୟ ଟିମ୍‌ । ବିଶ୍ୱକପ ୨୦୨୩ର ସମସ୍ତ ଲିଗ୍‌ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବିଜୟ ହାସଲ କରିଛି ଭାରତ । ଅପରାଜେୟ ଦଳ ଭାବରେ ସେମି ଫାଇନାଲ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଆଉ ଶେଷ…

ବିରାଟ ଏବଂ ରୋହିତଙ୍କ ପଛରେ ପକାଇଦେଲେ କ୍ୱିଣ୍ଟନ ଡି’ କକ, ୪୦୭ ରନ୍‌ କରି ସବୁଠୁ ଆଗରେ

କ୍ରିକେଟ ବିଶ୍ୱକପକୁ ନେଇ ସମଗ୍ର ବିଶ୍ୱରେ ଭରପୁର କ୍ରେଜ ଦେଖିବାକୁ ମିଳିଛି । ଚଳିତ ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାଟର ଧୂଆଁଦାର ବ୍ୟାଟିଂ କରିଛନ୍ତି । ନିଜ ଦିନିକିଆ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ ନିଜର ଜଲୱା ଦେଖାଇ…

ବିଶ୍ୱକପ ୨୦୨୩ : ଭାରତ ଲଗାତାର ୫ଟି ମ୍ୟାଚ ଜିତିବା ପରେ ରୋହିତ ଶର୍ମାଙ୍କ ବଡ ବୟାନ, ’ଅଧା କାମ ହୋଇଛି, ଆଉ ବାକି ଅଛି…

ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ଧାରା ବଜାୟ ରଖିଛି । ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ହରାଇ ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମହମ୍ମଦ ସାମିଙ୍କ ୫ ଓ୍ଵିକେଟ ଏବଂ ବିରାଟ କୋହଲିଙ୍କ ୯୫ ରନ ଯୋଗୁଁ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଠାରୁ ଜିତିପାରିଥିଲା ।…

ରୋହିତଙ୍କୁ ମହଙ୍ଗା ପଡିଲା ଦ୍ରୁତ ଗାଡି ଚାଳନା, କଟିଲା ୩ଟି ଚାଲାଣ

ବିଶ୍ୱକପ ଚାଲିଥିବା ବେଳେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ଝଟକା । ହିଟ୍‌ମ୍ୟାନ ରୋହିତ ହାଇଓ୍ୱେରେ ନିଜ ବିଳାସପୂର୍ଣ୍ଣ କାରକୁ ୨୦୦ରୁ ଅଧିକ ସ୍ପିଡରେ ଗାଡି ଚଲାଇବା ଯୋଗୁଁ ଚାଲାଣ କଟିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ୱେରେ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କ ନାଁରେ ୩ଟି…

ହ୍ୟାଟ୍ରିକ ବିଜୟ ପରେ ବାଂଲାଦେଶ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ ଟିମ୍‌ ଭାରତ, ବୋଲିଂ ଅଭ୍ୟାସ କରୁଛନ୍ତି ରୋହିତ !

ବିଶ୍ୱକପ ୨୦୨୩ରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିସାରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନିଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବିଶ୍ୱକପରେ ଆସନ୍ତାକାଲି ଭାରତ ବାଂଲାଦେଶ ଟକ୍କର ହେବ।…

ଭାରତର ଦମଦାର ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ କଲା ପରାସ୍ତ

ବୋଲିଂରେ ଘାଇଲା କଲେ ଯଶପ୍ରୀତ ବୁମରାହ । ବ୍ୟାଟିଂରେ ପ୍ରହାର କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ସହଜ ହେଲା ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଜୟ । ବିଶ୍ବକପରେ ଜାରି ରହିଛି ଟିମ୍ ଇଣ୍ଡିଆର ବିଜୟ ଅଭିଯାନ । ଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ…