ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ
ସୁସ୍ମିତା ସେନଙ୍କ ଜୀବନରେ ଗୋଲାପୀ ମୋଡ । ହାତକୁ ଦି ହାତ ହେବେ ବିଶ୍ବ ସୁନ୍ଦରୀ । ଖୁବ୍ ଶୀଘ୍ର ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ସୁସ୍ମିତା । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏବେ ଏସବୁରେ ପଡିଛି ପୂର୍ଣ୍ଣଛେଦ ।…