ଲକ୍ଷ୍ନୌ ପରେ ହରଦୋଇରେ ବାଇକ୍ ଉପରେ ରୋମାନ୍ସ! ଗାଡ଼ି ଚଲାଉଥିଲା ପ୍ରେମିକ, କୋଳରେ ବସିଥିଲା ପ୍ରେମିକା
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍କୁଟି ଉପରେ ରୋମାନ୍ସ କରିବାର ଭିଡିଓ ଭାଇରାଲ ହେବା ପରେ ଏବେ ହରଦୋଇରୁ ବି ସମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ କୋଳରେ ବସାଇ ଦ୍ରୁତ ଗତିରେ ବାଇକ୍ ଚଲାଉଥିବା ଦେଖିବାକୁ ମିଳୁଛି। ଏବେ ପୋଲିସ ବାଇକ୍ ନମ୍ବର…