Browsing Tag

romania

ରୋମାନିଆ ସୀମାରେ ଫସିଛନ୍ତି ୬ ହଜାରରୁ ଅଧିକ ଭାରତୀୟ ଛାତ୍ର! ଖାଦ୍ୟ ପାଇଁ ଡହଳବିକଳ; ରେଷ୍ଟୁରାଣ୍ଟରେ ଝୁଲିଛି…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ସବୁଠାରୁ ଖରାପ ସ୍ଥିତି ହେଉଛି, ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟ ଛାତ୍ର ବର୍ତ୍ତମାନ ରୋମାନିଆ ସୀମାରେ ଏକାଠି ହୋଇଛନ୍ତି। କେବେ ସେମାନେ ଘରକୁ ଯିବେ, ତାହା ଜଣାପଡ଼ି ନାହିଁ। ଏଭଳି ସ୍ଥଳେ ସୀମାରେ ରାତି ବିତାଇବାର କୌଣସି ବ୍ୟବସ୍ଥା ନାହିଁ କି…

ଦୁନିଆରେ ରହିଛି ଏମିତି ଏକ ସ୍ଥାନ, ଯେଉଁଠି ଲୋକ ଭୋକ ବିକଳରେ ଖାଉଥିଲେ ମଣିଷ ମାଂସ

ୟୁରୋପର ପୂର୍ବଭାଗରେ ରହିଛି ୟୁକ୍ରେନର ବହୁ ପ୍ରାଚୀନ ଦେଶ ।ଏହାର ସୀମା ଅନେକ ଦେଶ ସହ ଲାଗି ରହିଛି । ଯେମିତିକି ପୂର୍ବରେ ଋଷ, ଉତ୍ତରରେ ବୋଲାରୁସ, ପୋଲାଣ୍ଡ,ସ୍ଲୋଭାକିଆ, ପଶ୍ଚିମରେ ହଙ୍ଗେରୀ, ରୋମାନିଆ ଆଦି ଦେଶ । କୀବ ଏହି ଦେଶର ରାଜଧାନୀ ହେବା ସହ ସବୁଠୁ ବଡ଼ ସହର ମଧ୍ୟ ।ଏହାକୁ ନେଇ ଏକ…

ରୋମାନିଆର ରହସ୍ୟ: ଏଠାକାର ପଥର ଆପେ ବଦଳାଉଛନ୍ତି ନିଜ ଆକାର, ଆପଣ ବି ଦେଖିଲେ କରି ପାରିବେନି ବିଶ୍ୱାସ

ବୟସ ବଢ଼ିବା ସହିତ ମଣିଷର ଚେହେରା ଓ ଆକାର ବଦଳି ଯାଇଥାଏ। ତେବେ କ’ଣ ପଥରଗୁଡ଼ିକ ସହିତ ବି ଏମିତି ହୋଇଥାଏ? ଏହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ମହଜୁଦ ଥିବା ପଥର ନିଜ ଆକାର ବହୁତ ଜଲ୍‌ଦି ବଦଳାଇ ଦିଅନ୍ତି। ଆଉ ଏହି କାରଣରୁ…

ଏହି ଦେଶରେ ବିକ୍ରି ହେଉଛି ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ଜୋତା, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରଲ

ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ ଦୂରତ୍ବ ରକ୍ଷା କରିବା ଜୋତା । ରୋମାନିଆରେ ଏବେ ଏପରି ଏକ ଜୋତା ବିକ୍ରି…

ରୋମାନିଆର ଲୋକଙ୍କୁ ଘାରୁଛି ଡ୍ରାକୁଲା ଶୈତାନ୍‌ର ଭୟ, ବର୍ତ୍ତିବା ପାଇଁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ରସୁଣ

ଆପଣ କୌଣସି କାହାଣୀ କିମ୍ବା ଫିଲ୍ମରେ ରକ୍ତ ପିଉଥିବା ଶୈତାନ୍‌ ବା ଡ୍ରାକୁଲା ବିଷୟରେ ପଢ଼ିଥିବେ। ଏମାନଙ୍କୁ କେହି ଦେଖିନାହାନ୍ତି, କାରଣ, ଏମାନେ କାଳ୍ପନିକ। କିନ୍ତୁ ରୋମାନିଆର ଲୋକେ ଏହି ଦୁଷ୍ଟ ଆତ୍ମାଙ୍କୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସେମାନେ ରସୁଣକୁ ଅସ୍ତ୍ର…