ଏହି ବୟସରେ ମହିଳାମାନେ ହୋଇଥାଆନ୍ତି ଅଧିକ ରୋମାଣ୍ଟିକ୍, ପାର୍ଟନରଙ୍କ ସହ କରିଥାନ୍ତି ଦୁଷ୍ଟାମୀ
ପ୍ରେମରେ ପଡ଼ିଥିବା ଲୋକମାନେ ରୋମାନ୍ସକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହା ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବା ସହ ବିରକ୍ତିଭାବକୁ ଦୂରେଇ ଥାଏ। ପ୍ରାୟ ସମସ୍ତେ ଜାଣିଥିବେ ଯେ ବୟସର ପ୍ରତିଟି ପାହାଚରେ ମହିଳାଙ୍କ ପସନ୍ଦ, ନାପସନ୍ଦ ଓ ସ୍ୱଭାବ ବଦଳିଥାଏ। କିନ୍ତୁ ବୋଧେ କମ୍ ଲୋକ ଜାଣିଥିବେ…