Browsing Tag

roof gardening by woman

ବାଲେଶ୍ୱରର ଏଭଳି ଜଣେ ମହିଳା, ଯିଏ ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା

ବାଲେଶ୍ୱର: ବାଲେଶ୍ୱରରେ ଏଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ ପାଇଁ ଗଛ ହେଉଛି ସବୁ କିଛି । ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା । ଛାତରେ ୨୦୦ ପଜାତିର ଗଛ ଲଗାଇଥିବା ବେଳେ ସେଥି ମଧ୍ୟରୁ ପ୍ରୟତଃ ୮୦ ରୁ ଅଧିକ ଔଷଧୀୟ ବୃକ୍ଷ ଏବଂ ୨୦ ରୁ ଅଧିକ ବିଦେଶୀ ଗଛ ଲଗାଇଛନ୍ତି । ତାଙ୍କ…