Browsing Tag

rosevally

୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍‌ । ପଶ୍ଚିମବଙ୍ଗର ମଇନାରୁ ରୋଜଭ୍ୟାଲି ଓଡିଶା ହେଡ୍‌ ବିକ୍ରମଜିତ୍‌ ଭୌମିକକୁ EOW ଗିରଫ କରିବା ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ…

ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ ମାମଲା ଓଡିଶାରେ ରୁଜୁ କାହିଁକି ?

ଭୁବନେଶ୍ବର (କେନ୍ଯୁଜ୍) : ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ, ପଶ୍ଚିମବଙ୍ଗରେ ହୋଇଥିଲା। କିନ୍ତୁ ସିବିଆଇ ଏହି ମାମଲାକୁ ନେଇ ଓଡ଼ିଶାରେ କାହିଁକି FIR କଲା। ଆଜି ତାହା ସ୍ପଷ୍ଟ ହୋଇଛି। ପଶ୍ଚିମବଙ୍ଗ ପୋଲିସ କମିଶନର ରାଜୀବ କୁମାର ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ…