Browsing Tag

roti upma

ରାତି ରୁଟିକୁ ନ ଫୋପାଡି ବନାନ୍ତୁ ଟେଷ୍ଟୀ ଉପମା, ଟିପି ରଖନ୍ତୁ କେମିତି କରିବେ ପ୍ରସ୍ତୁତ

ରାତି ରୋଟି ସକାଳକୁ ଖାଇଲେ ସେତେଟା ସ୍ୱାଦ ଲାଗିନଥାଏ। କିନ୍ତୁ ରୋଟିକୁ ଫେପାଡିବା ବି ଉଚିତ ନୁହେଁ। ଏମିତିରେ ଆପଣ ରାତି ରୋଟିକୁ ନଫୋପାଡି ଟେଷ୍ଟୀ ବ୍ରେକଫାଷ୍ଟ ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ବାସି ରୁଟିର ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଆପଣଙ୍କୁ ଏକଦମ୍‌ ପସନ୍ଦ। ଆଜି ଆମେ…