Vigilance Action: ସ୍କର୍ପିଓରୁ ମିଳିଲା ୫ ଲକ୍ଷ ନଗଦ, ଅବକାରୀ ଅଧୀକ୍ଷକଙ୍କୁ ଘେରିଲା ଭିଜିଲାନ୍ସ
ଭୁବନେଶ୍ବର: ମଦ ଲାଇସେନ୍ସଧାରୀଙ୍କ ଠାରୁ ବିପୁଳ ଲାଞ୍ଚ ଟଙ୍କା ସଂଗ୍ରହ ବେଳେ ମାଡ଼ି ବସିଲା ଭିଜିଲାନ୍ସ। ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଉପରେ ନଜର ରଖିଥିଲା ଓଡ଼ିଶା ଭିଜିଲାନ୍ସ । ୫ ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଭିଜିଲାନ୍ସ ଅଟକାଇ ଟଙ୍କା…