Browsing Tag

rourkela car burn case

କଟକ କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ଥାନୀୟ ଲୋକ କଲେ ଉଦ୍ଧାର

କଟକ(କେନ୍ୟୁଜ୍): କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ…

ରାଉରକେଲା: ପ୍ରଥମେ ନିସ୍ତୁକ ପିଟିଲେ, ପରେ ସ୍କର୍ପିଓ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା(କେ ନ୍ୟୁଜ): ସ୍କର୍ପିଓ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଡ ରୋଡରେ ହିଁ ଏହି ଘଟଣା ଘଟିଛି। ଗାଡିରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ କରାଯାଉଥିବା ସନ୍ଦେହରେ ଦୁର୍ବୃତ୍ତମାନେ ଗାଡି ଜାଳିଦେଇଥିବା ଜଣାପଡିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ…