Browsing Tag

rourkela flag

ଇସ୍ପାତ ସହରରେ ଉଡିଲା ୧୭ କିଲୋମିଟରର ଦୀର୍ଘତମ ତ୍ରିରଙ୍ଗା

ରାଉରକେଲା ଉଡ଼ିଛି ଦୀର୍ଘତମ ତ୍ରିରଙ୍ଗା ପତାକା। ରିଂରୋଡରେ ଶୋଭା ପାଇଛି ୧୭ କିଲୋମିଟର ଲମ୍ବର ଜାତୀୟ ପତାକା। ରାଉରକେଲା ହନୁମାନ ବାଟିକା ଛକ ଠାରୁ ଆରମ୍ଭ ହୋଇ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଲମ୍ବିଥିଲା ପତାକା। ବିଭିନ୍ନ ଧର୍ମାବଲମ୍ବୀଙ୍କ ସହ ଛାତ୍ରଛାତ୍ରୀ ଓ ସବୁ ବର୍ଗର ଲୋକ…