Browsing Tag

rourkela news

ଅଶାନ୍ତ ଷ୍ଟିଲ ସିଟି ରାଉରକେଲା, ଜମି ବିବାଦରୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ରାଉରକେଲା(କେନ୍ୟୁଜ୍‌): ଏବେ ଅଶାନ୍ତ ହୋଇପଡ଼ିଛି ଷ୍ଟିଲ ସିଟି ରାଉରକେଲା । ଦିନକୁ ଦିନ ହିଂସା ବଢ଼ି ଚାଲିଛି,ପରିସ୍ଥିତି ଏମିତି ହେଇଛି କି ଆଉ ମୁହଁରେ କଥା ବାର୍ତ୍ତା ନାହିଁ ଏବେକଥା କହୁଛି ବନ୍ଧୁକ । ହଁ ଆଜ୍ଞା,ଆଜି ସକାଳୁ ଏମିତି ଏକ ଘଟଣା ଘଟିଛି ରାଉରକେଲାର ଝିରିପାଣି ଥାନା ଅନ୍ତର୍ଗତ…

ଯୁବତୀ ଚାଲାଣ ବେଳେ ଧରିଲା ପୋଲିସ୍: ୩ ନାବାଳିକା ଓ ୬ ଯୁବତୀ ଉଦ୍ଧାର

ରାଉରକେଲା(କେନ୍ଯୁଜ୍): ଯୁବତୀ ଚାଲାଣ ବେଳେ ଧରିଲା ପୋଲିସ । ୩ ନାବାଳିକା ଓ ୬ ଯୁବତୀ ଉଦ୍ଧାର । ରାଉରକେଲା ବସଷ୍ଟାଣ୍ଡରୁ ଯୁବତୀ ଚାଲାଣ ବେଳେ ଉଦ୍ଧାର କଲା ବସଷ୍ଟାଣ୍ଡ ଫାଣ୍ଡି ପୋଲିସ । ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ବିଜୟ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଇ ଯାଉଥିବା…

ରାଉରକେଲାରୁ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ, ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର

ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର। ରାଉରକେଲା ବାସନ୍ତୀ କଲୋନୀ ହରିପୁର ବସ୍ତିରେ ରହୁଥିବା ସମୀର ଜୋଜୋଙ୍କ ନାଁରେ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ। ତାଙ୍କ ଅଜାଣତରେ ମେସର୍ସ ମଧୁମିତା ଷ୍ଟିଲ…

ରାଉରକେଲା ଟିମ୍ବର କଲୋନୀରୁ ଭେଣ୍ଡିଂ ଜୋନକୁ ନେଇ ଅଭିଯୋଗ: ଦୋକାନ ମିଳିଛି, ହେଲେ ନାହିଁ ମୌଳିକ ସୁବିଧା

ରାଉରକେଲା : ଭେଣ୍ଡିଂ ଜୋନରେ ମିଳିଛି ଦୋକାନ। ହେଲେ ଦୋକାନରେ ନାହିଁ ମୌଳିକ ସୁବିଧା। ଏନେଇ ମହାନଗର ନିଗମକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ହେଉନି ସମାଧାନ। ରାଉରକେଲା ଟିମ୍ବର କଲୋନୀରେ ଖୋଲିଥିବା ଭେଣ୍ଡିଂ ଜୋନକୁ ନେଇ ଆସିଛି ଏଭଳି ଅଭିଯୋଗ। ଦୁଇ ବର୍ଷ ତଳେ ଭେଣ୍ଡିଂ ଜୋନ କରାଯାଇ ବାସହରାଙ୍କୁ…

ରାଉରକେଲା ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଏହାସହ ଯୁବତୀଙ୍କର ବିବାହିତ ପ୍ରେମିକକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରେ ଦୁଇଟି ଚୋରା ବୋଲେରୋ ସହ ୩ଟି ମୋବାଇଲ ଜବତ କରାଯାଇଛି । ରାଉରକେଲା ପୋଲିସ…

ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ: ପର୍ଦ୍ଦାଫାସ୍ ପରେ ଅଭିଯୁକ୍ତଙ୍କୁ ପାନପୋଷ ଏସଡିଜେଏମ୍‌ କୋର୍ଟରେ ହାଜର କଲା…

ରାଉରକେଲା: ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ । ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ ପ୍ରାଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରଓ୍ଵାଲ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଦ୍ୱାରା ଗିରଫ । ୭୧୨ କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ପ୍ରାୟ ୧୨୯ କୋଟି…

ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରର ବାସନ୍ତୀ କଲୋନୀର ଦୁଇଟି ଲେନ, ସେକ୍ଟର ୧୬, ସେକ୍ଟର ୫ ଗୋଲଘରର ବାରାକ ଭଳି ସହରର ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାସହ ରାଉରକେଲା…

ରକ୍ତ ବି ହେଲାନି ନିଜର, କରୋନା ସନ୍ଦେହରେ ଜରିରେ ଗୁଡ଼ାଇ ରାସ୍ତା କଡରେ ଫୋପାଡିଦେଲେ ପରିବାର

ରାଉରକେଲା : କେମିତିକା ପରିବାର। ବୟସକୁ ତ ଦେଖନ୍ତୁ କେମିତି ଏମିତି କରିପାରୁଛନ୍ତି ପରିବାର ଲୋକେ। ସବୁକିଛି ବଦଳାଇଦେଲା କରୋନା। ନିଜ ପରିବାର ଭାଇ ବନ୍ଧୁଙ୍କ ଠାରୁ ଅଲଗା କରୁଛି କରୋନା। ଏ ଏମିତି ରୋଗ ଯେ ମଣିଷକୁ ଅତି ଘୃଣ୍ୟ ଭାବରେ ଦେଖୁଛି ସମାଜ। ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଜରିରେ…

ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ, RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ ଘୋଷଣା

ରାଉରକେଲା: ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ। ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତ ବ୍ଯକ୍ତି ଜଣଙ୍କ ରାଉରକେଲା IGHରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପରେ RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ…

ରାଉରକେଲା ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ

ରାଉରକେଲା : ନିଜ ଆଇ ସାଙ୍ଗରେ କାଠ ପୋଲ ପାରି ହେଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ ।ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମ୍‌ଜୋର ନିକଟରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଲା ଗାଁର ଜଣେ ବୃଦ୍ଧା ନିଜ ନାତି ନାତୁଣୀଙ୍କୁ ଧରି ପୋଲ ଉପର ଦେଇ…

କଣ୍ଟେନମେଣ୍ଟ ହଟାଇବା ଦାବିରେ ରାଉରକେଲାରେ ତୀବ୍ର ଉତ୍ତେଜନା, ମୁହାଁମୁହିଁ ହେଲେ ପୋଲିସ ଓ ଜନତା

ରାଉରକେଲା: ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଦାବି ପ୍ରକାଶ ପାଇଛି ଉତ୍ତେଜନା । ଟାୟାର ଜାଳିବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ପଥର ମାଡ଼ ସହ ବ୍ୟାରିକେଡ଼ ଭାଙ୍ଗିଛନ୍ତି ଲୋକ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ପିରିସ୍ଥିତିକୁ ନଜରରେ ରଖି ବ୍ୟାପକ…

ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି

ରାଉରକେଲା: ଆଜି ରାଉରକେଲା ଷ୍ଟେସନ୍‌ରେ ଅପରାହ୍ନ ୪ ଟା ରୁ ୫ଟା ମଧ୍ୟରେ ପହଞ୍ଚିବ ମଧ୍ୟପ୍ରଦେଶରୁ ଆସୁଥିବା ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ । ଏହି ଟ୍ରେନ୍ ରେ‌ ସମୁଦାୟ ୩୦୦ ପ୍ରବାସୀ ଶ୍ରମିକ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ତେଣୁ କରୋନା ମାରାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି…