ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ
ରାଉରକେଲା(କେନ୍ୟୁଜ୍) : ହକି ବିଶ୍ୱ କପକୁ ନେଇ ସବୁଠି ଚାଲିଛି ସାଜସଜ୍ଜା । ଏହି ସମୟରେ ରାଉରକେଲା ହକି ଷ୍ଟାଡିୟମରେ ମଧ୍ୟ ଚାଲିଛି ସାଜସଜ୍ଜା କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ କାମ ଚାଲିଥିବା ବେଳେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ସଂସ୍ପର୍ଷରେ…