Browsing Tag

rourkela

ଚିହ୍ନଟ ହେଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଉରକେଲା (କେନ୍ୟୁଜ): ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ। ପୋଖରୀରୁ ଉଦ୍ଧାର ହେଲା ମୃତଦେହ। ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାଉରକେଲାର ସୁସ୍ମିତା ମିଞ୍ଜ । ସେ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର…

ନିମ୍ନମାନର କାମ କରି ୩୪ ଲକ୍ଷ ୧୪ ହଜାର ଟଙ୍କା ହଡପ: ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ,

କେନ୍ୟୁଜ୍(ବ୍ୟୁରୋ):  ବାହାର ଚକାଚକ । ଭିତରେ ଫାଟ । ନିମ୍ନମାନର ଛାତ, କାନ୍ଥ ଓ ଫ୍ଲୋରିଂରେ ଫାଟ । ଡ୍ରେନେଜ୍, ସାନିଟାରୀ ଏବଂ ଇଲେଟ୍ରିକ କାମ ବି ଅତି ନିମ୍ନମାନର । ରାଉରକେଲାରୁ ବନ୍ଧା ହେଲେ ଠିକାଦାର ବାପପୁଅ । ସ୍ପେଶାଲ କ୍ଲାସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଠାରୁ ପାୱାର…

ପରିବାର ଉପରେ ବିପତ୍ତି ପଡିଛି ଓ ସାନପୁଅର କାଳ ଦୋଷ ଅଛି କହି ଚୂନ ମାରିଲା ଲୁଟେରା, ମହିଳାଙ୍କ ଠାରୁ ସୁନାଗହଣା ଲୁଟ

ରାଉରକେଲା(କେନ୍ୟୁଜ୍): ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନାଗହଣା ଲୁଟ । ପରିବାର ଉପରେ ବିପତ୍ତି ଓ ସାନପୁଅର କାଳ ଦୋଷ ଥିବା କହି ସୁନା ଗହଣା ଓହ୍ଲାଇଦେଲେ ଦୋଷ କଟିଯିବ କହି ଲୁଟି ନେଲେ ଲୁଟେରା । ରାଉରକେଲା ସହରର ଛେଣ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା…

ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା

ରାଉରକେଲା (କେନ୍ୟୁଜ): ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପର ପୁରୁଷ ସହ ସ୍ତ୍ରୀ ପଳାଇବା ପରେ ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଭୋରୁ ଭୋରୁ ସଡ଼କ ଦୁର୍ଘଟଣା: ହାଇଓ୍ଵାକୁ ପିଟିଲା ଯାତ୍ରୀବାହୀ ବସ୍‌, ୩ ମୃତ; ୩୦ ରୁ ଅଧିକ ଆହତ

ରାଉରକେଲା (କେନ୍ୟୁଜ): ଭୁବନେଶ୍ୱର - ରାଉରକେଲା ଆସୁଥିବା 'ପ୍ରଭା' ବସ୍‌ ସହ ହାଇଓ୍ଵାର ଧକ୍କା । ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଉରକେଲା ସରକାରୀ…

ରାଉରକେଲା ମହାନଗର ନିଗମ ଫୁଡ୍‌ କୋର୍ଟରେ ନିଆଁ, ଜଳିଗଲା ଜେସିବି ଓ କାର୍‌

ରାଉରକେଲା(କେନ୍ୟୁଜ) : ରାଉରକେଲା ମହାନଗର ନିଗମ ଫୁଡ୍‌ କୋର୍ଟରେ ଲାଗିଲା ନିଆଁ । ରାଉରକେଲା ମହାନଗର ନିଗମର ଉଦିତନଗରଠାରେ ଥିବା ଫୁଡ୍‌ କୋର୍ଟ ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା । ଅଳିଆ ଗଦାରୁ ନିଆଁ ଲାଗିବା ପରେ ଫୁଡ୍‌ କୋର୍ଟରେ ଥିବା କେତେକ ଠେଲା ଗାଡ଼ିରେ ନିଆଁ ଲାଗିଥିଲା।…

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ: ଉଦଘାଟନ କରିବେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଯାଇ ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର କରିବେ ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀଙ୍କ…

ଫାଟିଲା ଗ୍ୟାସ୍ ସିଲିଣ୍ଡର: ୪ ଗୁରୁତର, ମେଡିକାଲରେ ଭର୍ତ୍ତି

ରାଉରକେଲା (କେନ୍ୟୁଜ): ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇଛନ୍ତି । ରାଉରକେଲା ରେଳବାଇ କଲୋନୀ ଛୋଟା ପାର୍କ ନିକଟରେ ଘଟିଛି ଏଭଳି ଅଘଟଣ । ୪ଗୁରୁତରଙ୍କୁ IGH ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ତଦନ୍ତ…

ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ: ଜମିବାଡ଼ି ବିବାଦ ଥିଲା ମୂଳ କେନ୍ଦ୍ର

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।…

ବିଶ୍ୱକପ ହକି ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ, ଆଜି ମ୍ୟାଚ ଦେଖିବେ ନବୀନ

ରାଉରକେଲା (କେନ୍ୟୁଜ): ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୭ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ । ଭାରତ ମ୍ୟାଚ୍‌ ଦେଖିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ବିର୍ସା…

ଆଜିଠୁ ହକି ମହାକୁମ୍ଭ : ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ରାଉରକେଲା (କେନ୍ୟୁଜ): ଆଜିଠୁ ହକି ବିଶ୍ୱକପ୍‌ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍‌ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି…

ହକି ବିଶ୍ୱକପ୍‌ ପୂର୍ବରୁ ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ନିୟମିତ ବିମାନ ସେବା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଦୈନିକ ଉଡ଼ାଣ। ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲାକୁ ନିୟମିତ ବିମାନସେବା ଆରମ୍ଭ ହୋଇଛି। ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ…