Royal Enfield ଲଭର୍ସଙ୍କ ପାଇଁ ଖୁବ୍ ଶୀଘ୍ର ଲଞ୍ଚ ହେବ Classic 650, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Royal Enfield ବାଇକ୍ ସମଗ୍ର ବିଶ୍ୱରେ କ୍ରେଜ୍ ରହିଛି । ଏହି ବାଇକ ପ୍ରାୟ ସମସ୍ତ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ । କମ୍ପାନୀ ଗୋଟିଏ ପରେ ଗୋଟିଏ ନୂଆ ବାଇକ୍ ଲଞ୍ଚ କରୁଛି । Royal Enfield ର ସବୁଠାରୁ ପପୁଲାର ବାଇକ୍ ହେଉଛି Royal Enfield Classic, ଯାହା ପରେ ବର୍ତ୍ତମାନ କମ୍ପାନୀ…