Browsing Tag

royal enfield 350cc

ୟୁଥ୍‌ଙ୍କ ମନ ପସନ୍ଦ ରୟାଲ ଏନଫିଲ୍ଡ ଲଞ୍ଚ କରିବ ନୂଆ ମଡେଲ 350cc ବାଇକ, ଜାଣନ୍ତୁ ଏହାର ଦାମ ସହ ନୂଆ ଫିଚର୍ସ

ରୟାଲ ଏନଫିଲ୍ଡ ଖୁବ ଶୀଘ୍ର ଦେଶରେ Meteor 350 ମଡେଲକୁ ଲଞ୍ଚ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ବାଇକ ନିର୍ମତା କମ୍ପାନୀ ୧୮ ଇଞ୍ଚର ଫ୍ରଣ୍ଟ ଓ ୧୭ ଇଞ୍ଚର ରିୟର ଆଲାଓ ହ୍ଵିଲ ସହିତ ଏହି ନୂଆ ଭାରିଏଣ୍ଟକୁ ମାର୍କେଟକୁ ଆଣିବ। ଏହା ଆଗାମୀ ଜୁନ ଶେଷ କିମ୍ବା ଜୁଲାଇ ମାସର ଆରମ୍ଭରେ ବଜାରକୁ…