Browsing Tag

royal enfield 450cc

ଭାରତୀୟ ବଜାରରେ ଲଞ୍ଚ କରିବ Royal Enfield ର ୪ ନୂଆ ବାଇକ, ରହିଛି ଜବରଦସ୍ତ ଫିଚର

କେନ୍ୟୁଜ୍‌(ବ୍ୟୁରୋ): Royal Enfield ପ୍ରାୟ ବାଇକ ଲଭରଙ୍କ ପସନ୍ଦର ବାଇକ ହୋଇଥାଏ । ଏହାର ନା ଯେମିତି ସେମିତି ଏହି ବାଇକ ଏକ ରାଜା ବାଇକ । ରାସ୍ତାରେ ଦଉଡ଼ିଲା ବେଳେ ମଧ୍ୟ ରାଜାଭଳି ଦଉଡ଼ିଥାଏ । ସେଇଥି ପାଇଁ ବାଇକ ର ସଉକ ରଖୁଥିବା ବାଇକର ଏହାକୁ ବ୍ୟବହାର କରିଥାନ୍ତି । ଏହାର ବଡ଼ି ସାଙ୍ଗକୁ…