ବୁଲେଟ୍ କିଣି ଖୁସିରେ ସଜାଇଲେ, ପୂଜା କରାଇବା ପାଇଁ ଯାଇଥିଲେ ମନ୍ଦିର…ହେଲେ ହଠାତ୍ ଢୋ କରି ଫାଟିଲା ନୂଆ Royal…
ଇଲେକ୍ଟ୍ରିକ୍ ସ୍କୁଟରରେ ନିଅାଁ ଲାଗିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବୁ, ତାହା ଆପଣଙ୍କୁ ଡରାଇ ଦେବ। ରାସ୍ତାରେ ଇ-ସ୍କୁଟର ଯେତିକି ଦେଖାଯାଏ ନାହିଁ, ସେତିକି ବଡ଼ ସଂଖ୍ୟାରେ ଦେଖିବାକୁ ମିଳିଥାଏ ରୟାଲ ଏନ୍ଫିଲ୍ଡ। ହେଲେ ଶୁଣି ଆଶ୍ଚର୍ଯ୍ୟ…