Browsing Tag

rpf police save life

ଆର୍‌ପିଏଫ୍‌ ଯବାନ ସାଜିଲେ ଦେବଦୂତ, ମୃତ୍ୟୁମୁଖରୁ ଦିବ୍ୟାଙ୍ଗଙ୍କୁ ଏମିତି ବଞ୍ଚାଇଲେ; ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରରେ ଜଣେ ଆରପିଏଫ୍‌ ଯବାନ ଜଣେ ଦିବ୍ୟାଙ୍ଗଙ୍କ ଜୀବନ ବଞ୍ଚାଇଛନ୍ତି। ଦିବ୍ୟାଙ୍ଗ ଜଣକ ଚଳନ୍ତା ଟ୍ରେନ୍‌ ଧରିବାକୁ ଚେଷ୍ଟା କରୁଥିଲେ, ମାତ୍ର ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଟ୍ରେନ୍‌ ତଳକୁ ଆସିବା ଭୟ ଥିଲା। ଏହି ସମୟରେ ଆରପିଏଫ୍‌ ଯବାନ ଦେବଦୂତ ସାଜି ସେଠାରେ ପହଞ୍ଚି ତାଙ୍କ ଜୀବନ…

ଟ୍ରାକରେ ପାର ହେଉଥିଲେ ବ୍ୟକ୍ତି, ହଠାତ୍ ଦ୍ରୁତ ଗତିରେ ଆସିଗଲା ଟ୍ରେନ୍ ! ଦେବଦୂତ ସାଜିଲେ RPF ପୋଲିସ, ଦେଖନ୍ତୁ…

ବେଳେବେଳେ ପୋଲିସ ଏମିତି କାମ କରିଦିଅନ୍ତି ଆମେ ତାଙ୍କୁ ପ୍ରଶଂସା ନକରି ରହିପାରନ୍ତି ନାହିଁ। ମୁମ୍ବାଇର ଥାଣେ ରେଲୱେ ଷ୍ଟେସନରେ ଏକ ଏମିତି ଦୁର୍ଘଟଣା ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ। ରେଲୱେ ପୋଲିସ ଫୋର୍ସ (ଆରପିଏଫ)ର ଜଣେ କନଷ୍ଟେବଲ ନିଜ ଜୀବନକୁ ବାଜି ଲଗାଇ ରେଲୱେ ଟ୍ରାକରୁ…