ରେଲୱେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ୬୧୮୦ ପଦବୀ ଖାଲି
ରେଲୱେ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ବଢିଆ ସୁଯୋଗ । ଆରଆରବି ଅଧିନରେ ୬,୧୮୦ ଟେକ୍ନିସିଆନ୍ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୧୮୦
ଟେକ୍ନିସିଆନ ଗ୍ରେଡ ୧-୧୮୦
ଟେକ୍ନିସିଆନ୍ ଗ୍ରେଡ ୨ -୬,୦୦୦
ଜରୁରୀ…