RRB: ଦଶମ ପାସ କରିଥିବା ଲୋକଙ୍କ ପାଇଁ ରେଲୱେ ବାହାରକଲା ୧୧୦୪ ପଦବୀ, ବିନା ପରୀକ୍ଷାରେ ହୋଇଯିବ ସିଲେକ୍ସନ
ଯଦି ଆପଣ ଦଶମ ପାସ କରିଛନ୍ତି ଏବଂ ସରକାରୀ ଚାକିରୀ ଖୋଜୁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ଏବେ ଆପଣ ରେଲୱେରେ ବାହାରିଥିବା କିଛି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସିଛି। ନର୍ଥ ଇଷ୍ଟ ରେଲୱେ ଅପ୍ରେଣ୍ଟିସ ଦ୍ୱାରା ବିଭିନ୍ନ ପଦବୀରେ ନିଯୁକ୍ତି ଆଣିଛି। ସମୁଦାୟ…