RRB NTPC ସିବିଟି-2 ପରୀକ୍ଷା ତାରିଖ ଘୋଷିତ, ଅଫିସିଆଲ ୱେବସାଇଟ ଦେଖି ଚେକ କରନ୍ତୁ
ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା ଆରଆରବି ୱେବସାଇଟରେ ଏନ୍ଟିପିସି ସିବିଟି-୨ ପରୀକ୍ଷା ତିଥି ଘୋଷଣା କରିଛନ୍ତି । ଯେଉଁମାନେ ଏନ୍ଟିପିସି ପ୍ରଥମ ଭାଗ କମ୍ୟୁଟର ଆଧାରିତ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଦ୍ଵିତୀୟ ଚରଣ ପରୀକ୍ଷା ତାରିଖ ଯାଞ୍ଚ କରିପାରିବେ ।…