Browsing Tag

RRB Recruitment 2020

କରୋନା ଯୋଗୁ ଆଉ ହେଉନି ଲିଖିତ ପରୀକ୍ଷା କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ରେଲୱେ, IOCL ଓ ଡାକ୍ତରଙ୍କୁ ମିଳୁଛି ନିଯୁକ୍ତି

ସାରା ଦୁନିଆରେ ୨୦୦ରୁ ଊର୍ଦ୍ଧ୍ଵ ଦେଶ କରୋନା ଭାଇରସ ସହ ଲଢ଼ୁଛନ୍ତି। ଭାରତ ମଧ୍ୟ ଏହି ଯୁଦ୍ଧରେ ସାମିଲ ଅଛି। ମହାମାରୀ ସହ ଲଢ଼ିବା ପାଇଁ କେତେକ ହସ୍ପିଟାଲରେ ଡାକ୍ତରଙ୍କୁ ଇଣ୍ଟରଭ୍ୟୁ ଆଧାରରେ ଚାକିରି ଦିଆଯାଉଛି। ଏହି ଅନୁସାରେ ଔରଙ୍ଗାବାଦ ଜିଲ୍ଲା ପରିଷଦରେ ୫୦୦ ପଦବୀ ପାଇଁ ଚାକିରି…