Browsing Tag

rs 25 lakh exgratia

ସହିଦ ଯବାନ୍‌ଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲଦାଖ ସୀମାରେ ଚୀନା ସେନା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦେଶ ମାତୃକା ପାଇଁ ସେମାନେ ବୀରତ୍ୱର ସହ ଲଢ଼େଇ କରି ସହିଦ ହୋଇଥିବାରୁ ସେମାନଙ୍କ ପାଇଁ ସମସ୍ତେ ଗର୍ବିତ ବୋଲି…