Browsing Tag

rto

RTO ବସନ୍ତ କୁମାର ମହାପାତ୍ରଙ୍କର ମେଞ୍ଚାଏ ଫ୍ଲାଟ୍‌, ୨ଟି ସପିଂ ଆଉଟଲେଟ୍

ଭୁବନେଶ୍ୱର(କେନ୍ୟୁଜ୍‌): ଭିଜିଲାନ୍ସ ଜାଲରେ କୁବେର RTO ବସନ୍ତ ମହାପାତ୍ର। ରେଡ୍ ବେଳେ ବୌଦ୍ଧ RTOଙ୍କ ଅମାପ ସମ୍ପତ୍ତି ଠାବ । ଏ ଯାଏ ଠାବ ହେଲାଣି ୧୯ କୋଟି ସମ୍ପତ୍ତି । ଭୁବନେଶ୍ବର ଏକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର,…

ଭିଜିଲାନ୍ସ ଜାଲରେ ବୌଦ୍ଧ RTO, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ । କେବଳ ଭୁବନେଶ୍ବରର ୬ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ ଓ ଗଞ୍ଜାମରେ ମଧ୍ୟ ଚାଲିଛି ଚଢ଼ାଉ…

ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ସ୍କୁଟି ଚଳାଇ ଦେଲେ ନାବାଳକ, ଉଭୟ ଗୁରୁତର

ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ ଚେକିଂ ବେଳେ ଖସି ପଳାଇବାକୁ ଚେଷ୍ଟା କଲେ ନାବାଳକ ଆଉ ଘଟିଲା ଅଘଟଣ । ଆହତ ହେଲେ RTO କର୍ମଚାରୀ । ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ RTO ଓ ଟ୍ରାଫିକ ପୋଲିସର ଚେକିଂ ଚାଲିଥିଲା। ଏହି ସମୟରେ ପାୱାର ହାଉସ ଛକରୁ ଦ୍ରୁତ ଗତିରେ ଜଣେ ନାବାଳକ ସ୍କୁଟି ଚଳାଇ…

ଏବେ DL ମିଳିଯିବ ବିନା ଟେଷ୍ଟରେ, କେନ୍ଦ୍ର ସରକାରଙ୍କ ଏହି ଦୁଇଟି ସଂସ୍ଥାରେ ସହଜରେ ପାଇଯିବେ ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣ ବି ଦୁଇ ଚକିଆ ଯାନ କିିମ୍ବା ଚାରି ଚକିଆ ଯାନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି। ନୂଆବର୍ଷରେ ଏସବୁ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ଖୁସି ଖବର। The Union Road and Transport Ministry ଙ୍କ ନୂଆ ନିୟମରେ ଗାଡ଼ି ଚାଳକଙ୍କୁ ବହୁତ ବଡ଼…

ଏବେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ବୁକିଙ୍ଗ ପାଇଁ ଆଉ ବାହାରକୁ ଯିବାକୁ ପଡିବ ନାହିଁ, ଘରେ ସହଜରେ ଫୋନରେ ଏପରି…

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ। ଯାହାକି ଅନେକ ଲୋକେ ଜାଣି ନଥିବେ। କିନ୍ତୁ ଏହାକୁ ବର୍ତ୍ତମାନ ସରକାର ବାଧ୍ୟତାମୂଳକ କରିଛନ୍ତି। ଦିନକୁ ଦିନ ସଡ଼କ ସୁରକ୍ଷା ନିୟମ ଓ RTO ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ…

ଦୁର୍ଘଟଣାରୁ ରକ୍ଷା କରିବ ପ୍ୟାନିକ ବଟନ: ଖୁବ ଶୀଘ୍ର ଆରମ୍ଭ ହେବ ଏହି ବ୍ୟବସ୍ତା, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା…

ବର୍ତ୍ତମାନ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍ ଓ ପାନିକ୍ ବଟନ୍, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ। ବର୍ତ୍ତମାନ ସଡ଼କ ସୁରକ୍ଷା ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ ଆସିଛି ହାଇ ସିକ୍ୟୁରିଟି ନମ୍ବର…

MoRTH: RTO ର ୫୮ ଟି ସୁବିଧା ବର୍ତ୍ତମାନ ଘରେ ବସି ପାଇବେ, ଡ୍ରାଇଭିଂ ଲାଇସେନ୍ସର ସବୁ ସୁବିଧା ପାଇଁ ଦୌଡିବାକୁ ପଡ଼ିବ…

ଗାଡ଼ି ଚାଳକଙ୍କ ପାଇଁ ରହିଛି ଖୁସି ଖବର। କାରଣ ବର୍ତ୍ତମାନ ଆପଣ ଘରେ ବସି RTO ସହିତ ଜଡିତ ସବୁ ସୁବିଧା ପାଇବେ। ଯାହା ଲୋକଙ୍କ ସମୟ ବଞ୍ଚାଇବ। ଏହାଦ୍ୱାରା ଦ୍ଵାରା ଆପଣଙ୍କ ଅସୁବିଧା ମଧ୍ୟ ହ୍ରାସ ପାଇବ। ଆପଣକୁ ଆଉ ବାରମ୍ବାର ଆରଟିଓ କାର୍ଯ୍ୟାଳୟର ଯିବାକୁ ପଡିବ ନାହିଁ। ଏହା ମଧ୍ୟ ସରକାରଙ୍କ…

ଡ୍ରାଇଭିଂ ଲାଇସେନ୍ସକୁ ନେଇ କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ, ୧ ଜୁଲାଇରୁ ବଦଳିବ ଏହି ନିୟମ

କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦା ସାଧାରଣ ଲୋକଙ୍କ ପାଇଁ ହେବ। ଏଥିପାଇଁ ଆଉ କାହାରିକୁ ଆରଟିଓର ଚକ୍କର କାଟିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାର ଏନେଇ ନୂଆ ନିଷ୍ପତ୍ତି ବାହାର…

ଘରେ ବସି ଆପ୍ଲାଏ କରନ୍ତୁ ଡ୍ୟୁପ୍ଲିକେଟ RC ଫର୍ମ, ଜାଣନ୍ତୁ ସହଜ ଷ୍ଟେପ

ଏହା ସମସ୍ତଙ୍କୁ ଜଣା ଯେ ବିନା ଡ୍ରାଇଭିଂ ଲାଇସେନ୍ସରେ ଡ୍ରାଇଭ କଲେ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାସହ ଗାଡ଼ି ଚଲାଇବା ସମୟରେ ପାଖରେ ଜରୁରୀ ଡକ୍ୟୁମେଣ୍ଟସ ଥିବା ଆବଶ୍ୟକ। ଯେମିତିକି ଆରସି ମାନେ ରେଜିଷ୍ଟ୍ରେସନ…

Driving License ପାଇଁ RTO ଅଫିସ ଯିବାର ଆବଶ୍ୟକ ନାହିଁ, ଏଣିକି ଅନଲାଇନରେ ହେବ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଓ ତା’ର ରିନ୍ୟୁଅଲ ପାଇଁ ନୂଆ ଗାଇଡଲାଇନ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ଆପଣଙ୍କୁ Learner’s license ମିଳିବ। ଆପ୍ଲିକେସନ ଓ ପ୍ରିଣ୍ଟିଂର ସବୁ ପ୍ରକ୍ରିୟା ଅନଲାଇନ…

RTO ଅଫିସ୍ ନ ଯାଇ ବି ଏହି ୧୮ ସେବାକୁ ଘରେ କରିପାରିବେ ଆପଣ, ପଢ଼ନ୍ତୁ ପୂରା ପ୍ରୋସେସ୍‌

ଆଜି ଆପଣଙ୍କ ପାଇଁ ଏକ ବଢ଼ିଆ ଖବର ନେଇ ଆସିଛୁ। ଏବେ ଯେପରି ଖରା ଆଉ ଗରମ ହେଉଛି ଆପଣଙ୍କ ଘରୁ ବାହାରିବା ମୁସକିଲ ହେଇପଡୁଛି। ତେଣୁ ଆପଣଙ୍କ ଏଇ ସମସ୍ୟାକୁ ଲକ୍ଷ୍ୟ କରି ଆମେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ନେଇ ଆସିଛୁ। ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ନେବା ପାଇଁ ଆଉ ଆରଟିଓର ଚକ୍କର…