Browsing Tag

rtpcr test

ହାଇରିସ୍କ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ବାଧ୍ୟତାମୂଳକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରିକଲା…

କେନ୍ୟୁଜ୍(ବ୍ୟୁରୋ):ଭାରତରେ ହାଇରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ନୂଆ କୋଭିଡ ଗାଇଡ୍‌ଲାଇନ୍‌ । ହାଇରିସ୍କ ଦେଶ ବର୍ଗରେ ଥିବା ଚୀନ୍‌, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR…

ଏହି ରାଜ୍ୟରେ କରୋନା ଆଣ୍ଟିଜେନ ଟେଷ୍ଟ ୫୦ ଓ RT-PCR ଟେଷ୍ଟ ୩୦୦, ସରକାର କମାଇଲେ ଟେଷ୍ଟିଙ୍ଗ ରେଟ

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ –୧୯ ବ୍ୟାପିବାରେ ଲାଗିଛି । ଏହା ପରେ ମଧ୍ୟ ସମସ୍ତ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ଯେହେତୁ ଏହାର ଲକ୍ଷଣ ବିଷୟରେ ଜଣା ପଡୁ ନଥିଲା ଆହା ଅଧିକ ମାତ୍ରାରେ…

ଭୁବନେଶ୍ୱର ବିମାନବନ୍ଦରରେ କରୋନା କଟକଣା, ଏୟାରପୋର୍ଟରେ ସବୁ ଯାତ୍ରୀଙ୍କୁ ହେବ RT-PCR ଟେଷ୍ଟ

କୋଭିଡ୍‌ ସଂକ୍ରମଣକୁ ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ଲାଗିଲା କଟକଣା। ଏଣିକି ଏୟାରପୋର୍ଟରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର RT-PCR ଟେଷ୍ଟ କରାଯାଉଛି। BMC ପକ୍ଷରୁ କୋଭିଡ୍‌ ଟେଷ୍ଟ କରାଯାଉଛି। ଏଥିପାଇଁ ଏୟାରପୋର୍ଟରେ ୪ଟି କାଉଣ୍ଟର କରାଯାଇଛି। ଏହାକୁ ନେଇ ଯାତ୍ରୀମାନେ ସନ୍ତୋଷ ପ୍ରକାଶ…

ବିଜୁ ପଟ୍ଟନାୟକ ବିମାନ ବନ୍ଦର ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି, ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିମାନବନ୍ଦର ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି। ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ । ବିମାନ…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କୋଭିଡ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥଯାତ୍ରାରେ ସାମିଲ ସମସ୍ତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟିକାକରଣ। ଶ୍ରୀମନ୍ଦିର…

ସୁସ୍ଥ ହେବା ପରେ ବାରମ୍ବାର କରନ୍ତୁନି କରୋନା ଟେଷ୍ଟ, ନୂଆ ନିୟମ ଆଣିଲା ICMR

କରୋନା ଭାଇରସର ଦ୍ଵିତୀୟ ଲହରୀ ଏବେ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସିଛି। ଇତିମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) କରୋନା ଟେଷ୍ଟିଂକୁ ନେଇ ନୂଆ ସୂଚନା ପ୍ରଦାନ କରିଛି। ICMR ମୁତାବକ, ଯଦି କୌଣସି…

ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠାରୁ ବାହାର ରାଜ୍ୟରୁ ଓଡ଼ିଶା ଆସିଲେ RTPCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେବାକୁ ପଡିବ । ନଚେତ ୭ ଦିନି ସଂଗରୋଧରେ ରହିବାକୁ ପଡିବ ।…

ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ଆଜିଠୁ ନିୟମ କାର୍ଯ୍ୟକାରୀ

ଭୁବନେଶ୍ବର: ଏଣିକି ଟ୍ରେନରେ ଓଡ଼ିଶା ଆସିଲେ RTPCR ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଟିକା ନେଇଥିବା ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ଆଜିଠୁ ଏହି…

ଭାରତୀୟ ଡାକ୍ତରଙ୍କ ପକ୍ଷରୁ ମିଳିଲା ସୂଚନା, RT-PCRର କୋଭିଡ ରିପୋର୍ଟ ହୋଇପାରେ ଭୁଲ

ରାପିଡ ଆଣ୍ଟିଜେନ ଟେଷ୍ଟ ଓ RT-PCRରେ ଆସୁଥିବା ରିପୋର୍ଟ ହୋଇପାରେ ଭୁଲ। ଏହି ଟେଷ୍ଟିଂରେ ଯଦି ଆପଣଙ୍କ ରିପୋର୍ଟ ନେଗେଟିଭ ଆସେ, ତେବେ ଆପଣ ତା’କୁ ସଠିକ୍‌ ଭାବିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା। ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସେହିଭଳି କିଛି ତଥ୍ୟ ଯାହା ଆପଣଙ୍କ ଚିନ୍ତା ବଢ଼ାଇବ।…

ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ, ନଚେତ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ

କେନ୍ୟୁଜ୍(ବ୍ୟୁରୋ):  ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ତିନି ଦିନ ମଧ୍ୟରେ ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ । RT-PCR ଟେଷ୍ଟ ନ କଲେ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ । ଏନେଇ ଆଗାମୀ ଦିନରେ ସରକାର ପଦକ୍ଷେପ ନେବାକୁ…

କରୋନା ଲକ୍ଷଣ ଥିଲେ RTPCR ଟେଷ୍ଟ କରିବା ହେବ ବାଧ୍ୟତାମୂଳକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସବୁ ରାଜ୍ୟକୁ ଲେଖିଲା…

କେନ୍ୟୁଜ୍(ବ୍ୟୁରୋ): ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର। କରୋନା ଲକ୍ଷଣ ଥିଲେ RTPCR ଟେଷ୍ଟ କରିବା ହେବ ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଆଇସିଏମଆର ପକ୍ଷରୁ ମିଳିତ ଭାବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସନତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଦେଶର ସବୁ ଜିଲ୍ଲାରେ ଏହା…