Browsing Tag

rubber boy

ପଞ୍ଜାବର ରବର ବଏ : ଯିଏ ନିଜ ମୁଣ୍ଡ ୧୮୦ ପର୍ଯ୍ୟନ୍ତ ମୋଡ଼ିପାରନ୍ତି

ଦେଖିବାକୁ ମଣିଷ ଭଳି । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର‌୍ୟ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି ନିଆରା ବାଳକର ନାଁ ହେଉଛି ଜସପ୍ରିତ ସିଂହ କଲରା । ରବର ବଏ…