ଶିବଙ୍କର ଅବତାର ଥିଲେ ହନୁମାନ
ଭଗବାନ ଶିବଙ୍କୁ ପୂଜା କରିବାର ଉଚିତ ଉପାୟ ହେଉଛି ପ୍ରଦୋଷ କାଳ। ଏମିତି କୁହାଯାଏ ଯେ ଶିବଙ୍କର ଆରାଧନା ଦିନ ଏବଂ ରାତିର ମିଳନ ସମୟରେ କରିବା ଶୁଭ ବୋଲି ଧରାଯାଏ। ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀ, ଇନ୍ଦ୍ରାଣୀ, ସରସ୍ବତୀ, ଗାୟତ୍ରୀ, ସାବିତ୍ରୀ, ସୀତା, ପାର୍ବତୀ ମଧ୍ୟ ଶିବରାତ୍ରୀର ବ୍ରତ…