Browsing Tag

rugby

ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨, ନଭେମ୍ବର ୫ ଓ ୬ରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ…

କେନ୍ୟୁଜ୍(ବ୍ୟୁରୋ): ଉଜବେକିସ୍ତାନରେ ଆୟୋଜନ ହେବ ଅଣ୍ଡର-20 ଏସିଆ ରଗବୀ ୨୦୨୨ । ନଭେମ୍ବର ୫ ଓ ୬ ତାରିଖରେ ଉଭୟ ପୁରୁଷ ଓ ମହିଳା ବର୍ଗର ହେବ ପ୍ରତିଯୋଗିତା । ରଗ୍‌ବୀ ଇଣ୍ଡିଆ, ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କୋଚିଂ କ୍ୟାମ୍ପ…

ରଗ୍‌ବୀ ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହେଲେ ରାହୁଲ ବୋଷ, ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ରଗ୍‌ବୀ ଫୁଟବଲ୍‌ ସଂଘ, ରଗ୍‌ବୀ ଇଣ୍ଡିଆ ସଭାପତି ଭାବେ ରାହୁଲ ବୋଷ ନିର୍ବାଚିତ ହୋଇଛନ୍ତି । ଶନିବାର ଭୁବନେଶ୍ୱରଠାରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ରଗବୀ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ସମ୍ପାଦକ ଉପେନ୍ଦ୍ର ମହାନ୍ତି ଯଥାକ୍ରମେ…

ସିନିୟର ରଗ୍‌ବୀ ଚାମ୍ପିୟନସିପ୍‌: ଆଜି ଚାଲିଛି ପ୍ରି-କ୍ୱାଟର୍‌ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍

ଭୁବନେଶ୍ବର(କେନ୍ଯୁଜ୍): କିଟ୍‌ ରଗବୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌ର ଆଜି ଦ୍ୱିତୀୟ ଦିନ । ଆସନ୍ତାକଲି ସମସ୍ତ ଫାଇନାଲ ମ୍ୟାଚ ଖେଳାଯିବ । ଗତକାଲି ୫୦ଟି ମ୍ୟାଚ ଖେଳାଯାଇଥିଲା । ଆଜି ପ୍ରି-କ୍ୱାଟର୍‌ ମ୍ୟାଚ ଖେଳାଯାଉଛି । ଓଡ଼ିଶାର ଉଭୟ ପୁରୁଷ ଓ…

ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି ମନୋନୀତ

ଭୁବନେଶ୍ବର(କେନ୍ଯୁଜ୍): ଭାରତୀୟ ବାଳିକା ରଗବୀ ଦଳରେ କିସର ୩ ଖେଳାଳି । ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ରଗବି ଦଳ ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୮ ଓ ୧୯ ତାରିଖରେ ଉଜବେକିସ୍ତାନର ତାସକେଣ୍ଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୮…

ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ,…

କେନ୍ୟୁଜ୍(ବ୍ୟୁରୋ): ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ । ଏନେଇ ସେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି। କିଟ ଭାରତୀୟ ରଗବୀ ଦଳର ଅସୋସିଏନ ପ୍ରାୟୋଜକ। କିଟରେ ୧୫…