Browsing Tag

rukuna ratha

ଆଜି ପବିତ୍ର ଅଶୋକାଷ୍ଟମୀ: ରଥରେ ବସି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର(କେନ୍ୟୁଜ) : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। ମଧ୍ୟରାତ୍ରିରେ…

ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ: ଶୃଙ୍ଖଳିତ ନୀତିକାନ୍ତି ନେଇ ହେଲା ବିସ୍ତୃତ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍):ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, କର୍ପୋରେଟରଙ୍କ ସମେତ ବରିଷ୍ଠ ସେବାୟତ ସବୁ ନିଯୋଗ…

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଆଜି ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ ପରେ ୮ଟା ୩୦ରେ ରୋଷ ହୋମ ଓ ପାକ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ): ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଆସନ୍ତା ୧୩ ତାରିଖରେ ବାହୁଡ଼ା। ଏଥିପାଇଁ ଆଜି ଓ ୧୩ ତାରିଖ ଦିନ ମାଉସୀ ମାଆ ଛକ ଠାରୁ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରୁ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ରଥଟଣା । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଅପରାହ୍ନ ୧୨ଟା ୩୦ରୁ…

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ କଟକଣା ଲାଗୁ: ଆସନ୍ତା ୯ ଓ ୧୩ରେ ମାଉସୀ ମା’ ଛକ-ରଥ ରୋଡ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର(କେନ୍ୟୁଜ୍):  କମିସନରେଟ୍‌ ପୋଲିସ ପକ୍ଷରୁ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ନଜରରେ ରଖି କିଭଳି ସୁଚାରୁରୂପେ ପରିଚାଳନା କରିହେବ ସେନେଇ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି।…

ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଲା ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ସଅଳ ବାହୁଡିଲା ରୁକୁଣା ରଥ।  ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ରାମେଶ୍ବର ବା ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଛି ।  ଅପରାହ୍ନ ସାଢେ ଗୋଟେ ବେଳେ ଆରମ୍ଭ ହୋଇ ଥିଲା ରଥଟଣା । ସଟଡାଉନ୍  ଯୋଗୁଁ  ଗୋଟିଏ ଦିନରେ ରଥ…

ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ, ଉପରେ ୨୫ ଓ ତଳେ ରହିବେ ୧୦୦ ସେବାୟତ

ଭୁବନେଶ୍ବର: ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । କେବଳ ନୀତାକାନ୍ତିରେ ହେବ ରଥଯାତ୍ରା। ସାଢେ ୩ଟାରୁ ଆରମ୍ଭ ହେବ ରଥଟଣା। ୨୦୨୦ରେ ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା ରଥଯାତ୍ରା ହେବ । ରଥ ଉପରେ ୨୫ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ।…

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା, ରଥଦାଣ୍ଡକୁ ୧୪୪ ଧାରା ଜାରି କରିବ କମିସନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା। ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଏହାକୁ ଆଖି ଆଗରେ ରଖି ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି ପୋଲିସ…

ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାମିଲ ହେବେନି ଶ୍ରଦ୍ଧାଳୁ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାରେ ସାମିଲ ହେବେନି ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ପାଳନ ହେବ ରଥଯାତ୍ରା । ଏନେଇ BMC ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ରଥଯାତ୍ରା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ…

ଲକ୍‌ଡାଉନ୍‌ରେ ଅଟକି ଯିବ ଲିଙ୍ଗରାଜଙ୍କ ରୁକୁଣା ରଥ ? ଏବେବି ସେବାୟତ କହୁଛନ୍ତି ଆମକୁ କିଛି ସ୍ପଷ୍ଟ ଭାବେ କୁହାଯାଇ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନକ ପରେ ଅଶୋକାଷ୍ଟମୀ । ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା । ଏଥିପାଇଁ ରଥ ନିର୍ମାଣ କାମ ବି ସରି ଆସିଲାଣି । ହେଲେ ମନ୍ଦିର ସେବାୟତ ଏବେବି ଆଶଙ୍କାରେ ରଥଯାତ୍ରା ହେବ କି ନାହିଁ । କାରଣ କରୋନା ବ୍ୟାପିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ…