Browsing Tag

rules

ଆୟୁର୍ବେଦର ଏହି ନିୟମ ଗୁଡିକୁ ପାଳନ କରି କରନ୍ତୁ ଫଳ ସେବନ

ଫଳ ପ୍ରକୃତିର ଏକ ଅନନ୍ୟ ବରଦାନ । ଏହାକୁ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହାକୁ ଖାଇବା ଦ୍ୱାରା ଶରୀରରେ ମୋଟା ପଣ ବଢ଼ିନଥାଏ କି ଚର୍ବି ମଧ୍ୟ ଜମି ନଥାଏ । କିନ୍ତୁ ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଖାଇବା ସମୟରେ କେତେ ଗୁଡିଏ…

ଏହି ମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେଲା ଡ୍ରେସ କୋଡ, ଜାଣନ୍ତୁ କେଉଁ ଡ୍ରେସ ପିନ୍ଧିଲେ ମିଳିବନି ପ୍ରବେଶ

(କେନ୍ୟୁଜ ବ୍ୟୁରୋ): ମଥୁରା ଏବଂ ଆଗ୍ରାର ଅନେକ ମନ୍ଦିରରେ ଛୋଟ ବସ୍ତ୍ର ପରିଧାନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହା ସହିତ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ ପାଇଁ ଭାରତୀୟ ପରମ୍ପରା ଅନୁସାରେ ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାର କୈଳାସ ମହାଦେବ ମନ୍ଦିର…

ଚିରା ଜିନ୍ସ ପିନ୍ଧିଲେ ମନ୍ଦିର ଯିବା ମନା, ଜାଣନ୍ତୁ କେଉଁ ମନ୍ଦିରରେ ହେଲା ଏପରି ନିୟମ

(କେନ୍ୟୁଜ ବ୍ୟୁରୋ): ଚିରା ଜିନ୍ସ ପନ୍ଧିଲେ ମନ୍ଦିର ଯିବା ମନା । ମହାରାଷ୍ଟ୍ରର ନାଗପୁରରେ ଅବସ୍ଥିତ ୪ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ମନ୍ଦିରରେ ପ୍ରବେଶ କରିବା ପାଇଁ ସମସ୍ତ ଶରୀର ବସ୍ତ୍ରରେ ବନ୍ଦ ରହିବା ଉଚିତ । ଏହା…

ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

(କେନ୍ୟୁଜ ବ୍ୟୁରୋ): ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା…

ବଦଳିଲା SBI ATM ନିୟମ : ଏଣିକି ଏହି ନମ୍ବର ବିନା ଉଠାଇପାରିବେନି କ୍ୟାସ୍

ଏସବିଆଇର ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏବେ ଏଟିଏମରୁ ଟଙ୍କା ଉଠାଇବାର ନିୟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଆପଣଙ୍କୁ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଏକ ସ୍ୱତନ୍ତ୍ର ନମ୍ବର ଦେବାକୁ ପଡିବ। ଯଦି ଆପଣ ଏହି ନମ୍ବର ନଦିଅନ୍ତି ତେବେ ଆପଣଙ୍କର ଟଙ୍କା ଅଟକି ଯିବ। ପ୍ରତେବେ…

ନୂଆବର୍ଷରେ ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଏବେଠୁ ଜାଣିିନିଅନ୍ତୁ

ବର୍ଷ ୨୦୨୧ର ଶେଷ ମାସ ମାନେ ଡିସେମ୍ବର ମାସରେ ଆମେ ବର୍ତ୍ତମାନ ଅଛୁ। ଆଗକୁ ଆସୁଛି ନୂଆବର୍ଷ। ଏହିଦିନ ଠାରୁ ଅନେକ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଦୈନିକ ଜୀବନଶୈଳୀ ଉପରେ ପଡ଼ିବ। ଆଜି ଆମେ ଏହା ସମ୍ପର୍କରେ ବିସ୍ତାର ରୂପେ କହିବୁ। ଆଗକୁ ପଢ଼ନ୍ତୁ…

ବଦଳିଲା ନିୟମ: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ

ଭୁବନେଶ୍ବର(କେନ୍ଯୁଜ୍): ବଦଳିଲା ଓଡ଼ିଶା ଆସିବା ନିୟମ । ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୌଣସି ରିପୋର୍ଟ ଆବଶ୍ୟକତା ନାହିଁ । RTPCR ନେଗେଟିଭ ରିପୋର୍ଟ ଦରକାର ନାହିଁ । ଆଣ୍ଟିଜେନ୍‌ ରିପୋର୍ଟ ଆବଶ୍ୟକତା ନାହିଁ । ଭ୍ୟାକସିନ୍‌ ବା ଟିକାକରଣ ରିପୋର୍ଟ ଆବଶ୍ୟକତା ନାହିଁ । ବିନା ରିପୋର୍ଟରେ…

ଆଜି ରାତି ୧୨ଟାରୁ ହେବ ଏହି ୭ ବଡ଼ ପରିବର୍ତ୍ତନ, ଆପଣଙ୍କ ଜୀବନ ଉପରେ ପଡିବ ସିଧା ପ୍ରଭାବ

କାଲିଠୁ ଆରମ୍ଭ ହେଉଛି ଡିସେମ୍ବର ମାସ । ହେଲେ ଏହି ଡିସେମ୍ବର ମାସ ଆପଣଙ୍କ ପାଇଁ ଖୁବ୍ ଖାସ୍ ହେବାକୁ ଯାଉଛି । କାରଣ କାଲିଠୁ ହେବାକୁ ଯାଉଛି ୭ଟି ବଡ଼ ପରିବର୍ତ୍ତନ । ଯାହାର ସିଧା ପ୍ରଭାବ ପଡିବ ଆପଣଙ୍କ ଜୀବନରେ । ଜାଣନ୍ତୁ କଣ ଏହି ୭ ପରିବର୍ତ୍ତନ । କାମ କରିବନି ନେଟ୍ ବ୍ୟାଙ୍କିଙ୍ଗ୍ :…