Browsing Tag

running truck catches fire

ବୁର୍ଲା ଗୋଶାଳା ଛକ ନିକଟରେ ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ୍

ସମ୍ବଲପୁର(କେନ୍ଯୁଜ୍): ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ। ବୁର୍ଲା ଗୋଶାଳା ଛକ ନିକଟରେ ଆଜି ସକାଳ ୭ଟା ସମୟରେ ଏକ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଜାଳି ଯାଇଛି। ତେବେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ…

ଦୁର୍ଘଟଣା ପରେ ଜଳିଗଲା ଚଳନ୍ତା ଟ୍ରକ୍‌, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଘଟଗାଁ (କେ ନ୍ୟୁଜ୍‌) : ଚଳନ୍ତା ଟ୍ରକରେ ନିଆଁ ଲାଗି ଗଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଗଲେ । ଘଟଗାଁ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏହି ଆଇରନ୍‌ ବୋଝେଇ ଟ୍ରକ୍‌ଟି କେନ୍ଦୁଝରରୁ ଆନନ୍ଦପୁର ଅଭିମୁଖେ ଯିବା ସମୟରେ ଘଟଗାଁ କଲେଜ ଛକ ନିକଟରେ…