ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ‘କୋକିଲା ବେନ୍’ ରୂପଲ ପଟେଲ
ଟିଭି ସୋ' 'ସାଥ ନିଭାନା ସାଥିଆ'ରେ କୋକିଲା ବେନଙ୍କ ଚରିତ୍ର ବହୁ ପପୁଲାର । ତାଙ୍କର ଶାନଦାର ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । କୋକିଲା ବେନଙ୍କ ପ୍ରକୃତ ନାମ ରୂପଲ ପଟେଲ । ନିକଟ ଅତୀତରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ସ୍ୱାମୀ…