Browsing Tag

Russia

ରୁଷ ଉପରେ ୯/୧୧ ପରି ଆକ୍ରମଣ, କଜାନ ସହରର ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଡ୍ରୋନ ଆକ୍ରମଣ

ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ । ୯/୧୧ ପରି ଆକ୍ରମଣ । ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ । ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି । ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି । କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି…

ମସ୍କୋରେ ଧମାକା, ରୁଷର ପରମାଣୁ ଡିଫେନ୍ସ ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ

ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମସ୍କୋରେ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ପୁଟିନଙ୍କର ସେ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି । ୟୁକ୍ରେନର ସିକ୍ୟୁରିଟି ସର୍ଭିସ୍ ଦାବି…

ତୁର୍କୀ: ଏୟାରପୋର୍ଟରେ ଅବତରଣ ପରେ ରୁଷୀୟ ବିମାନରେ ଲାଗିଲା ନିଆଁ, ଥିଲେ ୯୫ ଯାତ୍ରୀ

ଦକ୍ଷିଣ ତୁର୍କୀର ଅଣ୍ଟାଲ୍ୟା ବିମାନବନ୍ଦରରେ ଅବତରଣ ପରେ ଏକ ରୁଷୀୟ ବିମାନରେ ନିଆଁ ଲାଗିଯାଇଛି । ବିମାନରେ ୯୫ ଜଣ ଯାତ୍ରୀ ଥିଲେ । ତୁର୍କୀର ପରିବହନ ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ରୁଷୀୟ ବିମାନ କମ୍ପାନୀ ଅଜିମୁଥ୍…

ୟୁକ୍ରେନ ଉପରେ ରୁଷ୍ ନିକ୍ଷେପ କଲା ଭୟଙ୍କର ICBM ମିସାଇଲ

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ୍ । ୟୁକ୍ରେନର ନିପ୍ରୋ ସହର ଉପରେ ରୁଷ୍ ନଭେମ୍ବର ୨୧ ସକାଳ ୫ଟାରୁ ୭ଟା ମଧ୍ୟରେ ICBM (ଇଣ୍ଟରକଣ୍ଟିନେଣ୍ଟ ବାଲିଷ୍ଟିକ୍ ମିସାଇଲ) ନିକ୍ଷେପ କରିଛି । ଏହି ଯୁଦ୍ଧରେ ପ୍ରଥମ ଥର ICBM ଦ୍ଵାରା ଆକ୍ରମଣ କରାଯାଇଛି । କୁହାଯାଉଛି, ଏଥିପାଇଁ ରୁଷ୍ RS-26…

ରୁଷୀୟ ଆକ୍ରମଣର ଚେତାବନୀ, କିଭରେ ବନ୍ଦ ହେଲା ଆମେରିକା ଦୂତାବାସ

ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣକୁ ନେଇ ରୁଷ ରାଗି ଯାଇଥିବା ବେଳେ କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ୍ ଏକ ବଡ଼ ଆକ୍ରମଣ କରିପାରେ । ସେପଟେ ଏହାରି ମଧ୍ୟରେ ୟୁକ୍ରେନ ରାଜଧାନୀ…

ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, ପୁଟିନ ପରମାଣୁ ଆକ୍ରମଣ ନିୟମ ବଦଳାଇବା ପରେ ଛନକା

ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା । ପୁଟିନ ପରମାଣୁ ଆକ୍ରମଣ ନିୟମ ବଦଳାଇବା ପରେ ଛନକା । ରୁଷ-ଯୁକ୍ରେନ ଯୁଦ୍ଧକୁ ହଜାରେ ଦିନ ପୂରିଥିବା ବେଳେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୁଟିନ ।  ୟୁକ୍ରେନର ଲଂଗ ରେଞ୍ଜ ମିସାଇଲ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇଛି…

ଲଡୁ-କେକ୍, କୃଷ୍ଣ ଭଜନ ଓ ନୃତ୍ୟ…, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷରେ କରାଗଲା ଏମିତି ଗ୍ରାଣ୍ଡ ୱେଲକମ୍

ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ମଙ୍ଗଳବାର ରୁଷର କଜାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୨୩ ଏବଂ ୨୪ରେ କଜାନରେ ଆୟୋଜନ ହେବାକୁ ଯାଉଛି ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଏଠାରେ ପହଞ୍ଚିବା ପରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।…

ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣି ରୁଷ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଆସନ୍ତା ୨୨-୨୩ରେ ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ।  ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥର କାଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବ ରୁଷିଆ । ସମ୍ମିଳନୀରେ ଯୋଗ ଦେବାକୁ ମୋଦିଙ୍କୁ…

ଦୁନିଆର ଏହି ସହରରେ କାର୍ ନିଷେଧ, ଗାଡି ବିନା ଚାଲେ ଜୀବନ

ଦୁନିଆରେ ଅନେକ ସହର ଅଛି ଯାହାକି ସେମାନଙ୍କର ଅନନ୍ୟ ନିୟମ ପାଇଁ ବେଶ ଜଣାଶୁଣା, କିନ୍ତୁ ରୁଷର କଜାନ ସହରର ନିଜସ୍ୱ ଏକ ସ୍ୱତନ୍ତ୍ର ପରିଚୟ ଅଛି । ବାସ୍ତବରେ, ବିଶ୍ୱର ସବୁ ସ୍ଥାନରେ କାରଗୁଡିକ ଏକ ଅତ୍ୟାବଶ୍ୟକ ପରିବହନରେ ପରିଣତ ହୋଇଥିବାବେଳେ ଏହି ସହରରେ କାର ନିଷେଧ । ଏଠାକାର ଲୋକମାନେ…

ପାକିସ୍ତାନ ଯିବେ ଏସ୍. ଜୟଶଙ୍କର, SCO ଶିଖର ସମ୍ମିଳନୀରେ ଦେବେ ଯୋଗ

ପାକିସ୍ତାନ ଗସ୍ତରେ ଯିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ।  ଇସ୍ଲାମାବାଦରେ ହେବାକୁ ଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନ- ଏସସିଓ ବୈଠକ ପାଇଁ ଜୟଶଙ୍କର ଗସ୍ତ କରିବେ ।  ପାକିସ୍ତାନ ଗସ୍ତ ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି, ବୈଦେଶିକ ବ୍ୟାପାର…

ପୁଟିନଙ୍କ ବଡ଼ ଆଦେଶ…, ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ସେନା ଗଢ଼ିବାକୁ ଯାଉଛି ରୁଷ୍‌

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୃତୀୟ ଥର ପାଇଁ ଦେଶର ସେନାର ଆକାର ବୃଦ୍ଧି କରିବାକୁ ଯାଉଛନ୍ତି । ରୁଷ ସେନାରେ ସକ୍ରିୟ ସୈନ୍ୟ ସଂଖ୍ୟା ୧୫ ଲକ୍ଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଏହି ଆଦେଶରେ କୁହାଯାଇଛି ଯେ ଦେଶର ସଶସ୍ତ୍ର ବାହିନୀରେ ଯବାନଙ୍କ ସଂଖ୍ୟା ୨,୩୮୯,୧୩୦ କରି…

ରୁଷ୍‌ ସେନାରେ ଫସିରହିଥିବା ୪୫ ଭାରତୀୟ ମୁକ୍ତ, ଆହୁରି ୫୦ ନାଗରିକ ଜଲ୍‌ଦି ଫେରିବେ ସ୍ୱଦେଶ

ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ରୁଷୀୟ ସେନାରେ ଫସିରହିଥିବା ୪୫ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୪୫ ଜଣ ଭାରତୀୟଙ୍କୁ ରୁଷୀୟ ସେନାରୁ କାର୍ଯ୍ୟମୁକ୍ତ କରାଯାଇଛି । ଖୁବ୍ ଶୀଘ୍ର ଅନ୍ୟ ୫୦ ଜଣଙ୍କୁ ମଧ୍ୟ ସ୍ୱଦେଶ ଫେରାଇ ଆଣିବାକୁ…