Browsing Tag

Russia Ukraine crisis

ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୩୮ ମହଲା ବିଲିଡିଂରେ ୯/୧୧ ଭଳି ଆକ୍ରମଣ

ରୁଷ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ । ରୁଷରେ ଥିବା ୩୮ ମହଲା ବିଲିଡିଂରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୟୁକ୍ରେନର ଡ୍ରୋନ ରୁଷର ବିଲିଡିଂରେ ପଶିଥିବାର ଭିଡିଓ ମଧ୍ୟ ଭାଇରଲ ହେଇଛି । ଏହି ଘଟଣା ରୁଷର ସାରାତୋଭ ସହରର ସବୁଠୁ ଉଚ୍ଚ ୩୮ ମହଲା ବିଲିଡିଂ ବୋଲ୍ଗା ସ୍କାଇରେ ହୋଇଛି ।…

ୟୁକ୍ରେନ ରାଜଧାନୀ ଉପରେ ଋଷର ମିସାଇଲ୍ ମାଡ଼, ୩୧ ମୃତ; ୧୭୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଛି ରୁଷର ସଂହାର ଲୀଳା । ୟୁକ୍ରେନର ରାଜଧାନୀ କିଭରେ ପୁଟିନ ସେନାର ମିସାଇଲ ମାଡ଼ ହୋଇଛି । କୀଭର ୫ଟି ସ୍ଥାନରେ ହମଲା ହୋଇଛି। ଆକ୍ରମଣରେ ୩୧ ଜଣ ପ୍ରାଣ ହରାଇଥିବା ବେଳେ ୧୭୦ରୁ ଅଧିକ ଆହତ ହୋଇଛନ୍ତି । ମିସାଇଲ ମାଡ଼ରେ କିଭର ଏକ ଶିଶୁ ହସ୍ପିଟାଲ ସଂପୂର୍ଣ୍ଣ…

ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍, ଆକ୍ରମଣରେ ୩ ଶିଶୁ ସମେତ ୨୧ ମୃତ

ରୁଷ୍ ହମଲାର ଭୟଙ୍କର ପ୍ରତିଶୋଧ । ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୩ ଶିଶୁ ସମେତ ୨୧ ଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି । ରୁଷ୍ ଯାଞ୍ଚ କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ୟୁକ୍ରେନ୍ ଖାରକିଭ୍ ଅଞ୍ଚଳରୁ ମଲ୍ଟିପଲ…

ରକ୍ତମୁଖା ରୁଷ କଲା ସବୁଠାରୁ ବଡ ମିସାଇଲ ଆକ୍ରମଣ : ୟୁକ୍ରେନରେ ୩୦ମୃତ , ୧୬୦ ଆହତ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଲଢ଼େଇ ପୁଣି ଘମାଘୋଟ। ଜୋର ଧରିଛି ଆକ୍ରମଣ ପ୍ରତିଆକ୍ରମଣ। ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍‌ ଫାୟାର କରିଛି। ମିସାଇଲ ବର୍ଷାରେ ବଢ଼ୁଛି ୟୁକ୍ରେନରେ ମୃତ୍ୟୁ ସଂଖ୍ୟା। ୩୦ ହେଲାଣି। ଆହୁରି ବଢ଼ିପାରେ। ୧୬୦ ଜଣ ଆହତ ହୋଇଛନ୍ତି।…

ତୁର୍କୀ ଶିଖର ସମ୍ମିଳନୀରେ ୟୁକ୍ରେନ ସାଂସଦ ରୁଷୀୟ ପ୍ରତିନିଧିଙ୍କୁ ମାରିଲେ ମାଡ଼, ଭିଡଓ ଭାଇରାଲ

ନୁଆଦିଲ୍ଲୀ : ଗତ ୧୫ ମାସ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁକ୍ରେନ ସାଂସଦ ଆଲେକଜାଣ୍ଡର ମାରିକୋବସ୍କୀ ଜଣେ ରୁଷୀୟ ପ୍ରତିନିଧିଙ୍କୁ ମୁଥ ମାରୁଥିବା ଦେଖାଯାଇଛନ୍ତି । ଏହି ଭିଡିଓ ତୁର୍କୀର ରାଜଧାନୀ…

ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମର ଭୟଙ୍କର ପ୍ରତିଶୋଧ ନେଲା ରୁଷ୍‌! ଖେର୍‌ସନରେ ୨୧ ଜଣଙ୍କ ମୃତ୍ୟୁ, ୪୮ ଆହତ

ଖେର୍‌ସନ ଉପରେ ରୁଷର ଭୟଙ୍କର ଆକ୍ରମଣ। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮ ଆହତ ହୋଇଛନ୍ତି। ଖେରସନର ଏକ ରେଲେଓ୍ଵ ଷ୍ଟେସନ, ହାର୍ଡଓ୍ଵାର ଷ୍ଟୋର, ଆବାସିକ ଘର, ଗ୍ରୋସରୀ ସୁପର ମାର୍କେଟ, ଗ୍ୟାସ ଷ୍ଟେସନ ଉପରେ ଏହି ଆକ୍ରମଣ କରିଛି ରୁଷ୍ ସେନା, ଯାହାର ଫଟୋ ଜାରି କରିଛି ୟୁକ୍ରେନ୍।…

ଯୁଦ୍ଧକୁ ୧୪ ମାସ ପୂରିଲାଣି, ୟୁକ୍ରେନକୁ ହରାଇ ପାରୁନି ଶକ୍ତିଶାଳୀ ରୁଷ

ନୂଆଦିଲ୍ଲୀ :  ଯୁଦ୍ଧକୁ ୧୪ ମାସ ପୂରିଲାଣି। ୟୁକ୍ରେନକୁ ହରାଇ ପାରୁନି ଶକ୍ତିଶାଳୀ ରୁଷ। ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ରରେ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ୟୁକ୍ରେନ। ରୁଷର ଅସ୍ତ୍ରଭଣ୍ଡାର ଖାଲି ହେବାରେ ଲାଗିଛି। ଏତିକି ବେଳେ ମସ୍କୋକୁ ସେନା ବିଦ୍ରୋହ ଆଶଂକା ଘାରିଛି। ପୁଟିନଙ୍କୁ ସାବଧାନ…

ୟୁକ୍ରେନକୁ ୪୦ ଦେଶ ଦେଲେଣି ୪ ଲକ୍ଷ କୋଟି, ସହାୟତା ଜାରି ରହିବ କହିଲେ ମିତ୍ର ରାଷ୍ଟ୍ର

ୟୁକ୍ରେନକୁ ସାଢ଼େ ୪ ଲକ୍ଷ କୋଟି ସହାୟତା ଦେଲେଣି ମିତ୍ର ରାଷ୍ଟ୍ର। ଏଥିରୁ ଏକା ଆମେରିକା ଦେଇଛି ୨ ଲକ୍ଷ ୮୦ ହଜାର କୋଟି। ଯୁଦ୍ଧ ଯେତେଦିନ ଚାଲିବ ସେତେ ଦିନ ଜାରି ରହିବ ସାମରିକ ସହାୟତା। ୟୁକ୍ରେନ ଡିଫେନ୍ସ କଣ୍ଟାକ୍ଟ ଗ୍ରୁପ ବୈଠକରେ ନିଷ୍ପତ୍ତି ଦୋହରାଇଲେ ୪୦ ରାଷ୍ଟ୍ର। ସେପଟେ ନାଟୋରେ…

ଆହୁରି ଭୟଙ୍କର ହେବ ଯୁଦ୍ଧ: ୟୁକ୍ରେନକୁ ପୁଣି ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ ଆମେରିକା

ନୂଆଦିଲ୍ଲୀ : ଆଗକୁ ଆହୁରି ଭୟଙ୍କର ହେବ ଯୁଦ୍ଧ । ୟୁକ୍ରେନକୁ ପୁଣି ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍‌ ଦେବ । ଏଥିରେ ରହିଛି ଷ୍ଟ୍ରାଇକର କମ୍ବାଟ୍‌ ଭେହିକିଲ୍‌ । ପ୍ରଥମ ଥର ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଦେବ ଆମେରିକା । ଯୁଦ୍ଧ…

ୟୁକ୍ରେନ ଉପରେ ରୁଷିଆର ପୁଣି ମିସାଇଲ ମାଡ, ୧୨ ମୃତ

୧୧ ମାସରେ ବି ଥମୁନି ରୁଷ-ୟୁକ୍ରେନ୍ ଯୁଦ୍ଧ । ପୁଣିଥରେ ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଛନ୍ତି। ୟୁକ୍ରେନର ଡିନପ୍ରୋ ସହରରେ ରୁଷର ଏକାଧିକ ମିସାଇଲ ଗୋଟିଏ ୯ ମହଲା ବିଲଡିଂକୁ ହିଟ୍ କରିଛି। ଏଥିରେ ୧୨ ଜଣ…

ଆହୁରି ଭୟଙ୍କର ହେବ ରୁଷ- ୟୁକ୍ରେନ ୱାର, ଯୁଦ୍ଧକୁ ଆହୁରି ଘନେଇବାକୁ ରୁଷ ସାମିଲ କଲା ନୂଆ ଚିଫ୍‌ ଅଫ ଜେନେରାଲ ଷ୍ଟାଫ

ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ -ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ବିରୋଧୀ ଯୁଦ୍ଧରେ ନେତୃତ୍ୱ ନେବେ ଖୋଦ୍‌ ରୁଷର ଚିଫ ଅଫ ଜେନେରାଲ ଷ୍ଟାଫ । ୟୁକ୍ରେନର ଦାୟିତ୍ୱରେ ଥିବା କମାଣ୍ଡର ସର୍ଜେଇ ସୁରୋଭିକିନ୍‌ଙ୍କୁ ହଟାଇଛନ୍ତି ପୁଟିନ । ନିଯୁକ୍ତିର ୩ ମାସରେ ହଟିଲେ ସୁରୋଭିକିନ୍‌। ଜନେରାଲ…

ୟୁକ୍ରେନ୍‌ ଦୂତାବାସକୁ ଦିଆଯାଉଛି ଧମକ, ପଶୁମାନଙ୍କର ଆଖି, ରକ୍ତ ଜୁଡ଼ୁବୁଡ଼ୁ ଲପାଫା ଏବଂ ଲେଟର ବମ୍‌ ପାର୍ସଲ ଆସି…

କେନ୍ୟୁଜ୍‌ : ବର୍ତ୍ତମାନ ଋଷିଆ- ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ଥିବା ବେଳେ ୟୁକ୍ରେନ ଦୂତାବାସ ସହିତ ଅଜବ ଅଜବ ଘଟଣା ଘଟୁଛି । ଇଉରୋପରେ ଥିବା ୟୁକ୍ରେନ ଦୂତାବାସ ପାଖକୁ ପାର୍ସଲ ଆସୁଛି । ଯେଉଁ ଥିରେ ପଶୁମାନଙ୍କର ଆଖି, ରକ୍ତ ଜୁଡ଼ୁ ବୁଡ଼ୁ ଲପାଫା, ଡମି ଲେଟର ବମ୍‌ ଏମିତି ଅନେକ…