Browsing Tag

Russia Ukraine crisis

ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ଼ ବୟାନ: କହିଲେ ଋଷିଆର ଚାରିଜଣ ବନ୍ଧୁଙ୍କ ବେଶି ଦିନ ଚାଲିବନି ଶାସନ

ୟୁକ୍ରେନ ଓ ଋଷିଆ ଯୁଦ୍ଧ ଥମିବାର ନାଁ ନେଉନି। ଏମିତିକି ଅନେକ ଦେଶ ଯୁଦ୍ଧ ରୋକିବା ପାଇଁ କହିଲା ପରେ ବି ଋଷ ଯୁଦ୍ଧ ବନ୍ଦ କରୁନି। ପୁଣି ନିଜ ଦେଶକୁ ବଞ୍ଚାଇବା ପାଇଁ ଯାଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି । ଏମିତିକି ବିନା କାହାର ସାହାଯ୍ୟରେ ନିଜେ ଯୁଦ୍ଧ…