ସୁରମ୍ୟ ବାଖମୁତ ଏବେ ପାଲଟି ଯାଇଛି ଧ୍ୱଂସସ୍ତୁପ, ରହିରହି ବର୍ଷୁଛି ଗୁଳିଗୋଳା
ବାଖମୁତ ଏବେ କିଲିଂ ଜୋନ । ସୁରମ୍ୟ ବାଖମୁତ ଏବେ ପାଲଟି ଯାଇଛି ଧ୍ୱଂସସ୍ତୁପ। ୟୁକ୍ରେନର ଏହି ସହରରେ ସବୁଠୁ ବେଶୀ ଧ୍ୱଂସଲୀଳା କରିଛି ରୁଷ ସେନା। ଛାରଖାର ହୋଇ ଯାଇଛି ପୂରା ସହର। ପୂର୍ବ ବାଖମୁତକୁ ନିୟନ୍ତ୍ରଣ କରି ନେଇଛି ମସ୍କୋ ବାହିନୀ । କିଭ ଦଖଲରେ ଅଛି ପଶ୍ଚିମ ବାଖମୁତ। ଯୁଦ୍ଧରେ ସିରିଜ…